ମନ ଚିନ୍ତା କିପାଇଁ mono chintaa ki pain

ମନ ଚିନ୍ତା କିପାଇଁ, ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ । ଘୋଷା । ଯେ ମୋତେ କରିଲେ ସୃଷ୍ଟି, ରଖିଛନ୍ତି ଦୟା ଦୃଷ୍ଟି ଦିବା-ନିଶି ମୋର ପ୍ରତି, […]

ବ୍ୟସ୍ତ କିମ୍ପା ମନ byasta kimpa mono

ବ୍ୟସ୍ତ କିମ୍ପା ମନ ? ଧର ପ୍ରଭୁ ଚରଣେ ଶରଣ । ଘୋଷା । ମନରେ ବିବେଚି ଦେଖ, ସେ ତୋର ପ୍ରତିପାଳକ,ଅଭାବ ନୋହିବ କେବେ ତାଙ୍କ ଅନୁଗ୍ରହ […]