chahan chahan bare ahe patoki nare
ଚାହଁ ଚାହଁ ବାରେ ଆହେ ପାତକୀ ନରେ ତୁମରି ମୁକତି ପାଇଁ ଯୀଶୁ କ୍ରୁଶୋପରେ । ଘୋଷା । ଜଗତ ପାପର ଭାର ମସ୍ତକେ କଣ୍ଟକ ହାର, […]
ଚାହଁ ଚାହଁ ବାରେ ଆହେ ପାତକୀ ନରେ ତୁମରି ମୁକତି ପାଇଁ ଯୀଶୁ କ୍ରୁଶୋପରେ । ଘୋଷା । ଜଗତ ପାପର ଭାର ମସ୍ତକେ କଣ୍ଟକ ହାର, […]
ଝୁଲିଲ ମୋ ପାଇଁ କ୍ରୁଶରେ ଆହେ ମୋର ଯୀଶୁ ସୁନ୍ଦର ଝରିଗଲା ଝର ଝର କେତେ ତପତ ରୁଧିର । ୦ । ରକତେ ରଞ୍ଜିତ ଶରୀର […]
ରଙ୍ଗେ ଉଠିଲେ, ଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ ହୋଇଲେ… ଉଠିଲେ । ୦ । ପ୍ରତିଜ୍ଞାତ ମଶୀହ, ଈଶ ମନୁଷ୍ୟ ସେ ଯେ, ଯୀଶୁ ନାମ […]
ନିରମଳ ନିରମଳ ନିରମଳ ଦେବତା ସୁର ନର ପ୍ରଶଂସିତ ସୃଷ୍ଟିକରତା । ଧ୍ରୁବ । ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା । […]
(ସ୍ୱର : ତୁମେ ଅଧମ ପତିତ ନରେ) ମମ ହୃଦୟ ଚନ୍ଦନ ଯୀଶୁ ଜୟ ଜଗତ ଚନ୍ଦନ ଅଣାକାର ପରମ ବ୍ରହ୍ମ ଜୟ ସତ୍ୟ ସନାତନ । […]