akase uthi nahi se dina tarati

ଆକାଶେ ଉଠି ନାହିଁ ସେଦିନ ତାରାଟି ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ   । ଘୋଷା ।   ଗାଇନି ସରଗ ବାହିନୀ ଜନମି […]

he raja rajana janamicha

ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା । ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ, ଗୁହାଳ କୁଣ୍ଡରେ ରହିଅଛ ଶୋଇ, ତବ ଆଲୋକ ତାରକା ସମ […]

aaso ke aaso dekhiba poraa go

ଆସ କେ ଆସ ଦେଖିବ ପରା ଗୋ, ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ, ନାରାୟଣ ନର ଦେହେ ଦିଶେ କି ତୋରା  । ଘୋଷା ।    […]

aaha ki aanondo susomaachaaro mortyo pure helaa aaji prochaaro ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର

ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର ! ପ୍ରତିଜ୍ଞାନୁସାରେ ହୋଇଅଛି ଜନ୍ମ ପ୍ରତିଜ୍ଞାତ ତ୍ରାଣକର୍ତ୍ତାର । ଘୋଷା । ଦାଉଦ ରାଜାର ନଗର […]

uttho huo deeptimaano ondho kaaro baasi gono

ଉଠ, ହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ, ହେ ମୃତ୍ୟୁଚ୍ଛାୟା ନିବାସୀ, କର ଦୀପ୍ତିରେ ଗମନ । ଘୋଷା । ହୁଅଇ ଉଜ୍ଜ୍ୱଳ ଅତି, ଉଦେ ହେଲେ ମହାଜ୍ୟୋତିଃ, […]

gaao gaao he aanonde jaya gito

ଗାଅ ଗାଅ ହେ ଆନନ୍ଦେ ଜୟଗୀତ ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା । ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ, ସୃଷ୍ଟି କାଳାବଧି ଯେ […]