bojaao bojaao aaji somoro bheri
ବଜାଅ ବଜାଅ ଆଜି ସମର ଭେରୀ ଦ୍ୟାବଳ ସେନାଦଳ ଚୌଦିଗେ ଘେରି । ଘୋଷା । ଉଡ଼ାଅ ଜୟଧ୍ୱଜା ନଗରେ ଗ୍ରାମେ, ଗୌରବେ ପୁରୁ ଧରା […]
ବଜାଅ ବଜାଅ ଆଜି ସମର ଭେରୀ ଦ୍ୟାବଳ ସେନାଦଳ ଚୌଦିଗେ ଘେରି । ଘୋଷା । ଉଡ଼ାଅ ଜୟଧ୍ୱଜା ନଗରେ ଗ୍ରାମେ, ଗୌରବେ ପୁରୁ ଧରା […]
ଯୀଶୁ କରନ୍ତି ରାଜ୍ୟ କି ଗୌରବରେ, ଆଣ୍ଠୁ ପକାଅ ସର୍ବଦେଶୀ ଛାମୁରେ । ଘୋଷା । ଆସ ଆସ ସକଳ ରାଜା ପ୍ରଜାଗଣ, କର ତାଙ୍କୁ ଗୌରବେ […]
( ଆଜି) ନଗରେ ନଗରେ ଗ୍ରାମରେ ଗ୍ରାମରେ ଶୁଭୁ ଯୀଶୁଙ୍କର ଜୟଗୀତ । ଘୋଷା । ଯାଇଛି ଅତୀତ ପାପେ ବିତି ସତ, ଯୀଶୁ ଆଶା ମୋର […]
ହେ ଶାଲମ ରାଜନ ! ତବ ପ୍ରିୟ ନାମେ ଏ ମର୍ତ୍ତ୍ୟ ଭୁବନେ ହେଉ ସଦା ଜୟଗାନ । ଘୋଷା । ଆଉ କେତେ କାଳ ରାଜତ୍ୱ […]
କହିଲେ ପ୍ରଭୁ ସ୍ୱର୍ଗ ରାଜନ ପ୍ରିୟ ପୁତ୍ର ଖ୍ରୀଷ୍ଟଙ୍କୁ ଏ ବଚନ । ଘୋଷା । ଯେ ଯାଏ ତୁମ୍ଭର ଶତ୍ରୁ ସମସ୍ତ ନୁହଁନ୍ତି ତବ […]
ଧନ୍ୟ ଧନ୍ୟ ସଦା ଧନ୍ୟ ହେଉନ୍ତୁ ଯୀଶୁ ରାଜା ସର୍ବ ଜଗତ କରନ୍ତୁ ତାଙ୍କ ଶ୍ରୀ ପାଦ ପୂଜା । ଘୋଷା । ତାଙ୍କ ରାଜ୍ୟ ପ୍ରବଳେ […]
ଯୀଶୁ ତୁମ୍ଭେ ମୋର ପ୍ରାଣ, ମୋର ମହା ପରିତ୍ରାଣ, ତୁମ୍ଭେ ମୋର ଅନନ୍ତ ଜୀବନ, ମୋର ଶୁକ୍ଳ ପରିଧାନ । ଘୋଷା । ତୁମେ ଦୀନ-ଦୟାସିନ୍ଧୁ, ଉପକାରୀ […]
ଯୀଶୁ ପ୍ରତି କର ଦୃଷ୍ଟି ମନ ହୃଷ୍ଟେ ଅତି ହେ । ଘୋଷା । ଦେଖ ହେ ମନ କି ଆଶ୍ଚର୍ଯ୍ୟ ଦର୍ଶନ ! କରୁଛନ୍ତି […]
କି କର୍ମ କଲୁ ରେ ପାମର ! ଯଗୁ ଶେଷେଦିନେ ପ୍ରଭୁ ସନଧ୍ନି ।ନେକ ିବୋଲି ଦେବ ୁତୁ ଉତ୍ତର? । ଘୋଷା । ଯୀଶୁ ସେହି […]