sundara madhura namati tankara
ସୁନ୍ଦର ମଧୁର ନାମଟି ତାଙ୍କରନ ପାରେ ମୁରୁଛି କ୍ଷଣେ ମାତରଯେଣେ ଗଲେ ତେଣେ ନା ହୃଦ ମୋରକି ଜାଣି କାହିଁକି, ନୁହଇ ପାସୋର ଦୁଇ ଦୁଇ କରି […]
ସୁନ୍ଦର ମଧୁର ନାମଟି ତାଙ୍କରନ ପାରେ ମୁରୁଛି କ୍ଷଣେ ମାତରଯେଣେ ଗଲେ ତେଣେ ନା ହୃଦ ମୋରକି ଜାଣି କାହିଁକି, ନୁହଇ ପାସୋର ଦୁଇ ଦୁଇ କରି […]
ପ୍ରେମ ବିହୁନେ ଭାଇ ସବୁ ଅସାରଗାଅ ପ୍ରେମର ଜୟ ପ୍ରେମ ଯେ ସାର (ଘୋଷା) ବିଶ୍ବାସ ବଳେ ଅଚଳ ଚଳେକିନ୍ତୁ ପ୍ରେମର ବଳେ ଚଳେ ସଂସାର ।୧। […]
କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋରକର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନହେ […]
ହେ ଆକାଶ ମଣ୍ଡଳ ଶୁଣ ଶୁଣଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି […]
ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀନ ସାରା … ||o|| […]
ଏ ଦୁନିଆର ଅନ୍ଧାର ପଥେଆଲୋକ ଜାଳିଦିଅ ପ୍ରଭୁଏ ଦୁନିଆର ନୀଳ ପାରାବାରେଭାବନା ମୋତେ ଦିଅ ପ୍ରଭୁ (ଘୋଷା) ସ୍ଵର୍ଗ ସୁଖ ଛାଡି ପ୍ରଭୁ ଦୀନହୀନ ବେଶରେକୋରଡ଼ା ପ୍ରହାର […]
ଯୀଶୁ ଆସିଲେ ସ୍ଵର୍ଗରୁ,ଦୟାରେ ମୁକ୍ତ କରିଲେ ସେ ମୋତେ ପାପରୁ (ଘୋଷା)ସେ ସ୍ବର୍ଗ-ସୁଖ ଛାଡ଼ିଲେ, ସତ୍ୟ ମନୁଷ୍ୟ ହୋଇଲେ,ସେ ମନୁଷ୍ୟ ଓ ଈଶ୍ଵର ସତ୍ୟ ଅବତାର |୧| […]
ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ ପ୍ରାଣ ଦେଇ ପୂଜା କରିବିସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)ତୁମ ନାମ ଭଜୁଥିବି…..ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ […]
କେତେବେଳେ ଚାଲିଯିବ ଜୀବନକେତେବେଳେ ଉଡ଼ିଯିବ ପରାଣଜୀବନ ଚାଲି ଯିବା ଆଗରୁପରାଣ ଉଡ଼ି ଯିବା ଆଗରୁଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନକେତେବେଳେ ଚାଲିଯିବ ଜୀବନ ….=୦= ଏ […]
କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ […]