nishi ghunchi ghunchi jaauchi
ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି, ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛି । ଘୋଷା । ତୁଟି ତୁଟି ଯାଏ ଅନ୍ଧକାର ମୋହ, ହସି […]
ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି, ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛି । ଘୋଷା । ତୁଟି ତୁଟି ଯାଏ ଅନ୍ଧକାର ମୋହ, ହସି […]
ଆସ ହେ ଗାଇବା ମିଳି ଆନନ୍ଦ ସଙ୍ଗୀତ ଜୟ ଯୁବାମେଷ ରବେ ପୂରାଇ ଜଗତ; ସେହି ନାମ ସୁଧା ଆନନ୍ଦେ ମାତି ପାଇବା ଯୀଶୁ ନାମ ସୁଧା […]
ମହାପ୍ରଭୁ, ମହାପ୍ରେମ ଭବେ ପ୍ରକାଶିଲ; ଆସି ବିଶ୍ୱ ପ୍ରେମ ସେବାଧର୍ମ ଜଗତେ ଥାପିଲ । ଘୋଷା । ତୁମ ପ୍ରେମ ସୂତ୍ରେ; ଯୀଶୁ ହେ ମୋର ପ୍ରିୟ […]
( ସ୍ୱର : ରସନା ତୁ ଆନେ ରସନା ରେ ) ମୋତେ ଯୀଶୁ ନାମ ଭଲ ଲାଗେରେ, ନାମେ ସୁବିମଳ ପ୍ରେମ ଢଳଢଳ ମୂରତି ଅନ୍ତରେ […]
(ପ୍ରଭୁ) ଦିଅ ଦେଖା ମୋତେ ବାରେ, ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା । ଅରୁପାନନ୍ଦ ସୁନ୍ଦର ଅନୁପମ କଳେବର […]
ଆସ, ଖ୍ରୀଷ୍ଟ ଭକ୍ତଗଣ ଯୀଶୁ ଗୁଣ ଗାଇବା, ଓଡ଼ିଶା ମଙ୍ଗଳ ପାଇଁ ପ୍ରାଣପଣ କରିବା । ଘୋଷା । ପାସୋରି ଭୋଗ ବାସନା, ସଂସାରର ସୁଖ ନାନା […]
ସାଜ ଖ୍ରୀଷ୍ଟ ଭକ୍ତଗଣ ତବ ହୃଦ-ସଦନ, ଖ୍ରୀଷ୍ଟ ଅମୂଲ୍ୟ ରତନ, ଦିଅ ତାଙ୍କୁ ହୃଦେ ସ୍ଥାନ । ଘୋଷା । ଅନନ୍ତ ଈଶ୍ୱର ପିତା ଗୃହେ ଖ୍ରୀଷ୍ଟ […]
କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ, କାହିଁ ଅଛ ସଖା ? କେବେ ଦେବ ଦେଖା ? କେବେ ହେବ […]
ସ୍ୱର୍ଗୀୟ ସିଂହାସନରୁ ନିର୍ଗତ ନଦୀ ତୀରେ ରୁଣ୍ଡ ହେବା କି ସମସ୍ତେ ଏକତ୍ର ସେଠାବରେ ? । ଘୋଷା । ହଁ, ମିଳିବା ସର୍ବ ଶେଷେ […]
ଯୀଶୁ ଦୟାମୟ, ଶୁଣ ଏ ବିନୟ, ଆମ୍ଭ ମଧ୍ୟେ ଉପସ୍ଥିତ ହୁଅ ଏ ସମୟ । ଘୋଷା । ଅନ୍ତରର ଅନ୍ଧକାର କୃପା କରି ଦୂର କର […]