sadaprabhu mangalamaya
ସଦାପ୍ରଭୁ ମଙ୍ଗଳମୟ, ଆସ କରି ଦେଖ ଆସ୍ବାଦନକ୍ରୋଧେ ଧୀର, କୃପାମୟ ଅଟନ୍ତି ପ୍ରେମରେ ମହାନ୍… (ଘୋଷା) ଅଧର୍ମ ସକଳ ସେ ଯେ କ୍ଷମାକାରୀଆବର ସମସ୍ତ ରୋଗ ସୁସ୍ଥକାରୀବିନାଶରୁ […]
ସଦାପ୍ରଭୁ ମଙ୍ଗଳମୟ, ଆସ କରି ଦେଖ ଆସ୍ବାଦନକ୍ରୋଧେ ଧୀର, କୃପାମୟ ଅଟନ୍ତି ପ୍ରେମରେ ମହାନ୍… (ଘୋଷା) ଅଧର୍ମ ସକଳ ସେ ଯେ କ୍ଷମାକାରୀଆବର ସମସ୍ତ ରୋଗ ସୁସ୍ଥକାରୀବିନାଶରୁ […]
ଯୀଶୁଙ୍କ ନାମେ ଗାଅ ସର୍ବେ ହାଲିଲୁୟା ହୋଶାନ୍ତାହୋଶାନ୍ତା ହାଲିଲୁୟା ( ୨ ଥର)… (ଘୋଷା) ତାଙ୍କ ରକ୍ତ କ୍ରିତ ଆହେ ସାଧୁଭକ୍ତଗାଅ ହେ ନୂତନ ଗୀତଯୀଶୁଙ୍କ ଜୟ […]
ମୁକତି ଦାତା ଯୀଶୁ ମମତବ ଚରଣେ ମୋ ଶରଣ … (୨ ଥର)ଶରଣ ଶ୍ରୀଚରଣ ଶରଣ ଶ୍ରୀଚରଣ … (ଘୋଷା) 89ପାତକୀ ପାଇଁ ଅପମାନଦୁଃଖ ନିନ୍ଦା କରିଲ […]
ମୋର ଆଜି ଶେଷ ସିଦ୍ଧାନ୍ତମୁଁ କରିଛି ମନୋନୀତଯୀଶୁଙ୍କୁ ମନ ପ୍ରାଣ ଆତ୍ମା ଦେଇ ପୂଜିବାକୁଜୀବନର ଶେଷଯାଏ ତାଙ୍କ ପଛେ ଚାଲିବାକୁ (ଘୋଷା) ତାଙ୍କରି ସ୍ବରମୁଁ ଶୁଣିବିତାଙ୍କୁ ମୁଁ […]
ଆହା କି ଯାତନା ମୋହର ହେ ପ୍ରଭୁ ନିରାକାରବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର (ଘୋଷା) ଜଗତେ ଅଛି କଳଙ୍କ, ଜଗତେ ଅଛି ସଙ୍କଟଏଥିରୁ ଉଦ୍ଧାର […]
ଯୀଶୁ ମୋର ଦୟା କର ସାହା ନାହିଁ କେହି ମୋରଏ ଭବ ସାଗର ଅତି ଭୟଙ୍କରକେମିତି ମୁଁ ହେବି ପାର… (ଘୋଷା) ପରୀକ୍ଷା କେତେ ମୋହର ଆସୁଅଛି […]
ହେ ସକଳ ଦେଶଗଣ ଗାଆପ୍ରିୟତମ ଯୀଶୁ ନାମ … ଓ … ଓ … ଓ … (ଘୋଷା) ଜଗତ ଜୀବନ ପତିତପାବନହେ ସକଳ ପ୍ରାଣୀ କର […]
ବନ୍ଦନା କରିବା ଆମେ ବନ୍ଦନା କରିବାରାଜାରାଜାଙ୍କୁ ଦେବାଦେବଙ୍କୁ ବନ୍ଦନା କରିବା… (ଘୋଷା) ଆକାଶ ନିର୍ମାଣକାରୀଙ୍କୁ ଧରଣୀ ନିର୍ମାଣକାରୀଙ୍କୁସମୁଦ୍ର ବିଭକ୍ତକାରୀଙ୍କୁ ଆମେ ବନ୍ଦନା କରିବା… |୧| ସ୍ଵର୍ଗ ଉପବିଷ୍ଟ […]
ଭାବିକି ଦେଖିଛ ଥରେ, ସେ କୁଶର କଥାଯୀଶୁଙ୍କର ବ୍ୟଥା (ଘୋଷା) ତୋର ପରିତ୍ରାଣ ପାଇଁ, କୄଶେ ବଳୀ ହୋଇଝରାଇଲେ ରକ୍ତଧାର, କେତେ ଦୟା ବହିହସ୍ତ ପାଦେ ହୋଇ […]
ଯୀଶୁରେ ଲଭିଛି, ମୁଁ ନୂଆ ଜୀବନ,ଯୀଶୁରେ ହୋଇଛି ମୋର ପରିବର୍ତ୍ତନ (ଘୋଷା) ସୃଜାତି ପ୍ରେମୀ ମୁଁ ଉଯୋଗୀ ଶିମୋନଦେଶ, ଜାତି ପାଇଁ କଲି ଖଡ୍ଗ ଧାରଣତାଙ୍କ ପଛେ […]