asiba jibane jhada aneka

ଆସିବ ଜୀବନେ ଝଡ ଅନେକଥୁବାଯାଏ ଶେଷ ନିଃଶ୍ବାସଲାଗି ରୁହ ସଦା ଯୀଶୁ ଚରଣେଥାଅ ରଖି ଅଟଳ ବିଶ୍ବାସ… (ଘୋଷା) ସହି ଦୁଃଖ ଯାତନା ଯୀଶୁ ଲାଗିଯେବେ ଝରେ […]

parbata sikhare jebe urdha drusti

ପର୍ବତ ଶିଖରେ ଯେବେ ଊଦ୍ଧି ଦୃଷ୍ଟି ମୋରନିରାଶ ଓ ଦୁଃଖ କାଳରେଆକାଶ ପୃଥିବୀର ସୃଷ୍ଟି କର୍ତ୍ତା ଯିଏକରନ୍ତି ମୋ ସାହାଯ୍ୟ ଦୁଃଖରେ (ଘୋଷା) ଇସ୍ରାଏଲ ରକ୍ଷକ ନ […]

ahe moro jishu sundara

ଆହେ ମୋର ଯୀଶୁ ସୁନ୍ଦରମୋ ପାଇଁ କି ଦୁଃଖ ସହିଲହୋଇ ଈଶସୁତ ମାନବର ପାଇନିଜ ଜୀବନ ବଳି ଦେଲ… (ଘୋଷା) ଦୋଷୀ ନୋହିଁ ମହା ଦୋଷୀ ଭାବରେବନ୍ଧା […]

kalabori dake bare tu କାଲବରୀ ଡାକେ ବାରେ ତୁ

କାଲବରୀ ଡାକେ ବାରେ ତୁ ଫେରିଆ ଫେରିଆଛକି କାଠକୁ ପାପୀ ମନ ଚାହିଁ ଯା (ଦେଖି ଯା)ତୋର୍ ପାପ ପାଇଁ କୁଶରେ ଝୁଲୁଛି ତ୍ରାଣକର୍ତ୍ତା… (ଘୋଷା) ରାଜାମାନଙ୍କ […]

jishu tuma pase amo

ଯୀଶୁ ତୁମ ପାଶେ ଆମ ଆଜି ଏହି ନିବେଦନଚାହୁଁନା, ଯା’ ତୁମେ ଚାହିବୁନି ଆମେଚାହିଁବୁନି କଦାଚନ… (ଘୋଷା) ଅଟଳ ବିଶ୍ବାସ ପ୍ରଭୁ ଥାଉ ତୁମ ଠାରେଧାର୍ମିକତା ଈଶ୍ବର […]

mu tumari choto mesha

ମୁଁ ତୁମରି ଛୋଟ ମେଷ ତୁମେ ମୋ ପାଳକ ( ୨ ଥର)କଢ଼ାଅ ହେ ସତ୍ୟ ପଥେହୋଇ ମୋ ଚାଳକ… ଲା… ଲା… (ଘୋଷା) ଜାଣ ତୁମେ […]

chalapatha dhare prabhu

ଚଲାପଥ ଧାରେ ପ୍ରଭୁ ତୁମେ ସାଥୀ ହେବତୁମେ ମୋତେ ଜୀବନର ପଥ ଦେଖାଇବ (ଘୋଷା) ପାପ ଅନ୍ଧକାରେ ଭରିଛି ଦୁନିଆ, ସବୁରେ ବିପଦ ଭୟଡରିବିନି ପ୍ରଭୁ ଚାଲୁଛି […]

mo papara khyama pain

ମୋ ପାପର କ୍ଷମା ପାଇଁ ଯୀଶୁଙ୍କୁ ମୁଁ ପାଇଛି।ଯେତେ ମୋର ପାପ ଦାଗ ତାଙ୍କ ରକ୍ତ ଧୋଇଛି… (ଘୋଷା) ଗୋଟି ଗୋଟି ପାପ ମୋର ହେଲା ପରବତ […]

stuti bandana puja aradhana

ସ୍ତୁତି ବନ୍ଦନା ପୂଜା ଆରାଧନା ପାଇବାକୁ ଯୋଗ୍ୟ ତୁମେହେ ଯୀଶୁ ଈଶ ଜୟ ଯୁବା ମେଷସଦା ଜୟ ତୁମ ନାମେ… (ଘୋଷା) ତୁମେ ହେ ପ୍ରଭୁ ଅନାଦି […]