jishunka poche chalibu
ଯୀଶୁଙ୍କ ପଛେ ଚାଲିବୁନବ ଜୀବନ ଲଭିବୁ… (ଘୋଷା) ସେ ଯେ ସତ୍ୟ ସୁନ୍ଦର ସେ ଯେ ସତ୍ୟ ଈଶ୍ବରମିଳି ତାଙ୍କ ସାଥେ ଚାଲିବୁ ସତ୍ୟ ପଥେସଜାଡ଼ି ତାଙ୍କ […]
ଯୀଶୁଙ୍କ ପଛେ ଚାଲିବୁନବ ଜୀବନ ଲଭିବୁ… (ଘୋଷା) ସେ ଯେ ସତ୍ୟ ସୁନ୍ଦର ସେ ଯେ ସତ୍ୟ ଈଶ୍ବରମିଳି ତାଙ୍କ ସାଥେ ଚାଲିବୁ ସତ୍ୟ ପଥେସଜାଡ଼ି ତାଙ୍କ […]
ଦେଖ ଦେଖି ଆସୁଅଛନ୍ତି ଗୌରବେ ଯୀଶୁରାଜା,ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୂ ପ୍ରଜା,ଏ ମର ଶରୀର ହେବ ରୂପାନ୍ତରଅକ୍ଷୟ ଅମର ହୋଇବା (ଘୋଷା) ଗାଇଯିବା ତାଙ୍କ […]
ସାନ୍ବନା ଘେନ ସାଳ୍ପନା (୨ ଥର)ପ୍ରେମରେ ଭୁଲାଇ ମାଆ ପରି ସେ ଯେଭରିଦେବେ ମନେ ସାନ୍ବନା (ଘୋଷା) କହିଛନ୍ତି ପରା ନହୋଇ ବିମୁଖରହିଥିବେ ପାଶେ ପାଶେସାହସ ଜଗାଇ […]
ମୋ ପ୍ରିୟ ଯୀଶୁ ରାଜା ସର୍ବେ କରନ୍ତୁ ପୂଜାଆସୁ ସୁଖ, ଆସୁ ଦୁଃଖ, ହେବି ନାହିଁ ଦିଗହରା … (ଘୋଷା) ହଜିଥିଲି ଦିନେ ମୁଁ ପାପରେଭାବି ତ […]
ମଣିଷ ଜୀବନ ଅଟଇ କେବଳପାଣି ଫୋଟକାର ସାଥିଉଡ଼ିଯାଏ ପ୍ରାଣ ଭାସିଯାଏ ସ୍ରୋତଲିଭାଇ ସଂସାର ମୁକ୍ତି… (ଘୋଷା) ତୁମେ ତ ଗଢିଛ ଦୁନିଆର ପ୍ରଭୁନ ଦେଖି ଦୁଃଖୀର ଦୁଃଖଦେଖି […]
ତୁମରି ପ୍ରେମ ଅନୁପମ, ତୁମେ ଧନ୍ୟ ଧନ୍ୟ ହେକେ ଅଛି ମୋହରି ତୁମରି ସମ |ଘୋଷା| ତୁମେ ଗୋ ମୋହରି ପ୍ରିୟତମ, ପରମ ସୁହୃଦ ପ୍ରାଣ ସମତୁମରି […]
ଯୀଶୁ ଆସ ମୋର ଅନ୍ତରେ, ଲଭିବି ପ୍ରାଣ ଦେଖି ତୁମରେମୋର ତାପିତ ପ୍ରାଣ ଶୀତଳ ହେବ ହେ ବାରେପାଇଁ ଅନ୍ତରେ (ଘୋଷା) ତୁମ ମୋହନ ମୂରତି ଦେଖି […]
ଆଜି ମନ ପ୍ରାଣ ଖୋଲି ବୋଲ‘ଜୟ, ଜୟ, ଯୀଶୁ ଜୟ’ଜୟ ପିତା ପୁତ୍ର ପବିତ୍ର ଆତ୍ମା ଜୟ ଯୀଶୁଙ୍କ ଜୟ’ (ଘୋଷା) ଜୟ ଆମା ଅନାଦି, ଜୟ […]
ଆସ ହେ ପ୍ରାଣର ଯୀଶୁ ଆସ ଆଜି ପୂଜିବି,ମୋହନ ମୂରତି ଦେଖି ପ୍ରେମ ରସେ ମାତିବି (ଘୋଷା) ଭକତିପୂର୍ଣ୍ଣ ଅନ୍ତରେ ପୂଜିବି ନାଥ ତୁମରେ,ରଖିବି ହୃଦ ମଧ୍ୟରେ […]
‘ତୁମର ରାଜ୍ୟ ଆସୁ, ଆମ ଏହି ଧରା ପରେପ୍ରଭୁ କରୁଛୁ ପ୍ରାର୍ଥନା, ତୁମ୍ଭର ରାଜ୍ୟ ଆସୁ’… (ଘୋଷା) ଚଉଦିଗେ ଆମେ ଯାଇ କହିବୁତୁମ ପ୍ରେମ ଶୁଣାଇବୁ,ସବୁରି ମନ […]