krusha upore jhule prabhu

କୁଶ ଉପରେ ଝୁଲେ ପ୍ରଭୁ ଚୋରାକାରେ (ଘୋଷା) ହାତ ପାଦେ ପ୍ରେକ ବିନ୍ଧା, କଣ୍ଟା ମୁକୁଟ ଶିରେ,ବାଇଁଣିଆ ବସ୍ତ୍ର ଦେଖି ପିନ୍ଧାଇ ପ୍ରସ୍ତୁରେ… |୧| ପୃଷୋ ପରେ […]

siyanara pothe tani niya

ସିୟୋନର ପଥେ… ଟାଣି ନିଅ ମୋତେତୁମରି ପବିତ୍ର ବାହୁ ବଳେପ୍ରେମ ବାରିଧୀରେ… ଭାସିଯିବି ନାଥାତୁମେ ଥିଲେ ମୋ କତିରେ (ଘୋଷା) ତୁମେ ପ୍ରଭୁ ଯେବେ… ଥିବ ମୋ […]

doyamaya jishu dhana

ଦୟାମୟ ଯୀଶୁ ଧନ ହେମୋତେ ସବୁଠାରୁ କର ସାନକର ପ୍ରଭୁ ମୋତେ ମାଟିଠାରୁ ହୀନପିନ୍ଧାଅ ହେ ମୋତେ ନମ୍ରତା ଭୂଷଣଧୂଳିର ଆହୁତ ଏ ନିରାଟ ସତ୍ୟନ ଭୁଲିବି […]

bujhi akhi jebe mu tumo

ବୁଜି ଆଖି ଯେବେ ମୁଁ ତୁମ ଦେଖାଏକର ମୋତେ ଚକ୍ଷୁହୀନ (ପ୍ରଭୁ)ଧନ ପାଇଁ ଯେବେ ମୁଁ ତୁମକୁ ହରାଏଲୋଡା ନାହିଁ ସେହି ଧନ (ମୋର)ମାନ ପାଇଁ ଯେବେ […]

mane ki bhabicha bhai

ମନେ କି ଭାବିଛି ଭାଇ ବିନା ଯୁଦ୍ଧ ସ୍ଵର୍ଗ ଯିବ ?ଅକ୍ଷୟ ମୁକୁଟ ତୁମେ ବିନା ଛେଶେ ପ୍ରାପ୍ତ ହେବ ?ଯିବା ପାଇଁ ସ୍ଵର୍ଗପୁରୀ ନାହିଁ କି […]

mu ate priya jishunkara

ମୁଁ ଅଟେ ପ୍ରିୟ ଯୀଶୁଙ୍କର ମୁଁ ଚିର ତାଙ୍କରତାଙ୍କ ରକତେ କିଣି ମୋତେ କଲେ ସେ ନିଜରହାଲିଲୁୟା ହୋଶାନ୍ତାଜୟ ପ୍ରଭୁ ଯୀଶୁଙ୍କର (ଘୋଷା) ମୁଁ ଅଟେ ତାଙ୍କର […]

kede aparadha kali

କେଡେ ଅପରାଧ କଲି ଆଜ୍ଞା ଇଂଘିଲି,କାଳ କବଳାୟତ ହୋଇଲି (ଘୋଷା) ଧର୍ମଦ୍ରୋହୀ ହୋଇଲି, ପାପ ରଙ୍ଗ ମଜିଲି,କାମ, କ୍ରୋଧ, ଲୋଭ, ମୋହ, ମନ୍ଦାନ୍ଧ ହେଲି,ସପନକୁ ତ ସତ୍ୟ […]

taku bhulilu kire

ତାକୁ ଭୁଲିଲୁ କିରେତୋ ପାଇଁ ଯାହାର ନେତୁ ଲୋତକ ଝରେ ତୋ ଚିନ୍ତାରେ ହୋଇ ଭାରି ସରଗ ସୁଖ ବିସୋରୀ,ଦେଇଛି ରକତ ଢ଼ାଳି ପ୍ରେମେ କୁଶରେ |୧| […]

bodhao bodhao jishu tumbho

ବଢାଅ ବଢାଅ ଯୀଶୁ ତୁମ୍ଭ ପ୍ରତି ପ୍ରେମ ଭକ୍ତି,ଏହି ଭିକ୍ଷା ଶ୍ରୀଚରଣେ ନାହିଁ ଆଉ ଅନ୍ୟ ଗତି (ଘୋଷା) ପାର୍ଥିବ ବସ୍ତୁରେ ନାନା ପ୍ରଚୁର ଥୁଲା ବାସନା,ଯାଇଛି […]

jishu tumoku chahen

ଯୀଶୁ ତୁମକୁ ଚାହେଁ ମୋ ଜୀବନ ଦେଖାଏ,ତବ ଆମା ପୂଣ୍ଠଦାନ, କରି ମୋତେ ପ୍ରଦାନ (ଘୋଷା) ଆଉ ଚାହେଁ ତୁମରେ ହି, ଚାହେଁ ତୁମରେ,ଆହୁରି ହୃଦେ ଚାହେଁ […]