kede prama kala jishu

କେଡ଼େ ପ୍ରେମ କଲ ଯୀଶୁ ହେ ସୁନ୍ଦରଛାର ପାପୀର ନିମିତ୍ତେ ତୁମ ପରାଣ ଦେଲ (ଘୋଷା) ଛକି କାଠେ ଚଢ଼ିଲ ବର୍ଦ୍ଧାଘାତ ପାଇଲ,କାଖତକୁ ବହିଲା ଧାର ଧାର […]

taba prema dekhi he jishu

ତବ ପ୍ରେମ ଦେଖି ହେ ଯୀଶୁ ହେଲି ମୁଁ ହତ ଜ୍ଞାନତୁମେ ପ୍ରାଣ ଦେଇ ନାଥପ୍ରାଣ କିଣିଛ ମୋ ପ୍ରାଣର ପ୍ରାଣ… (ଘୋଷା) ଆହା, କି ଯାତନାରେ […]

he prabhu premamaya

ହେ ପ୍ରଭୁ ପ୍ରେମମୟତୁମରି କୃପା କରୁ ଆମରି, ଜୀବନ ମଧୁମୟ .. (ଘୋଷା) ଦେଇଛୁ ଦିନ ବିତାଇ ଯେତେ ପାପ କାଳିମା ନେଇ,ରଖିଲୁ ତୁମ ଶ୍ରୀପାଦ ପଦ୍ମେ, […]

jishu toh jibana jhara

ଯୀଶୁ ତୋ ଜୀବନ ଝର ଦିଅନ୍ତି ଆଶିଷ ବରଜୀବନର ପଥେ ଚାଲ ହେ ପଥିକ,ଯୀଶୁ ଚରଣେ ନିଅ ଶରଣ… (ଘୋଷା) କୁଶ ତୋ ସାଥ ଆଉ କୁଶ […]

gao jishu name halleluyah

ହୋଶାନ୍ତା ହାଲିଲୁୟାଗାଅ ଯୀଶୁ ନାମେ ହାଲିଲୁୟା ହୋଶାନ୍ତାଆସ ଯିବା ମିଳି ଶତ ସ୍ଵର ତୋଳିଯୀଶୁ ଜ୍ୟୋର୍ତି ଧରାରେ… (ଘୋଷା) ଆଜିର ଏ ଶୁଭ ଦିନେ, ସ୍ୱାଗତିକା ଗୀତି […]

ଅନ୍ଧାର ଦିଅ ଦୂର କରି, andhara diya durakari

ଅନ୍ଧାର ଦିଅ ଦୂର କରି,ହେ ମନ ରାଇଜ ଆଲୋକିତ ପଥ ସାଥୀଚିର ଉତ୍କଳ ହେ ବିଶ୍ବକରତାତୁମଠାରେ ପ୍ରଭୁ କରିଛୁ ଭରସାରଖି ତୁମ ପଦେ ମତି, ଅନ୍ଧାର ଦିଅ […]

pruthibi chahin dekha

ପୃଥବୀ ଚାହିଁ ଦେଖି ଅଶାନ୍ତ ଘୃଣ୍ଡ ଝଞ୍ଜା ଆସେ ମାଡିବଂନ୍ଦୁର ପଥେ ପାପ ଅନ୍ଧାର ଯାଏ ଘେରି… (ଘୋଷା) ଏହି ତ ନୁହେଁ କି ସଙ୍କଟ ଦିନର […]

manisha jibana khela ta nuhayi

ମଣିଷ ଜୀବନ ଖେଳ ତ ନୁହଁଇ ବଂଧୁରେମାୟାଜାଲ ଏ ତ ନୁହେଁରେ… (ଘୋଷା) ଏ ମାଟି ଧୂଳିରୁ ନିରିମିତ ହୋଇଦିନେ ସେ ଧୂଳିରେ ଯିବୁ ତ ମିଳାଇମରଣେ […]

jibanara ehi belabhumi

ଜୀବନର ଏହି ବେଳାଭୂମି ପରେସତେ କି, ଆସିବ ନେବା ପାଇଁ ମୋତେପ୍ରଭୁ ତୁମେ ଗଉରବେ… (ଘୋଷା) ଛଳନା କେବେଳ ଅଳିକ ସପନଘେନି ଆସେ ଶତ ଦୁଃଖ ଅପମାନଚାଲିଛି […]