srusthira sehi prathama prasna
ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତଳେହେ ମଣିଷ… ହେ ମଣିଷ…ତୁମେ କେଉଁଠାରେ? (୨ ଥର) |୧| ଆଜି ବି ରହିଛି ବିଭେଦ ପ୍ରାଚୀରପାପ […]
ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତଳେହେ ମଣିଷ… ହେ ମଣିଷ…ତୁମେ କେଉଁଠାରେ? (୨ ଥର) |୧| ଆଜି ବି ରହିଛି ବିଭେଦ ପ୍ରାଚୀରପାପ […]
ସଦାପ୍ରଭୁ ମୋର ପ୍ରତିପାଳକମୋର ଅଭାବ ହେବ ନାହିଁହେବ ନାହିଁ… ହେବ ନାହିଁ …|o| ସୁ-କୋମଳ ତୃଣ ଶେଯେ ଶୟନ କରନ୍ତି ।ସ୍ଥିର ଜଳ ପାଶେ ପାଶେ ମୋତେ […]
ଆଶିଷ ଢ଼ାଳିଦିଅ ହେ ଯୀଶୁ ଉକ୍ତଳବାସୀ ଉପରେଆମ ପାପତମ ସବୁ କ୍ଷମା କରି,ତୁମ ପ୍ରେମ ଗୁଣରେ …ଆ ଆ… |0| ପ୍ରଚୁର ଆଶିଷ ବରଷ ଏ ଭିକ୍ଷା […]
ସଂଜୀବିତ ପ୍ରଭୁ କରିବ ନାହିଁ କି ଆନନ୍ଦ କରିବୁ ତୁମଠାରେଆତ୍ମାଙ୍କ ତଇଳ ଢ଼ାଳିବ ନାହିଁ କି,ଜଳିବ ଆଲୋକ ସମାଜରେ… (ଘୋଷା) ପ୍ରତି ଶୁଷ୍କ ଅସ୍ଥି ସଜୀବ ହେବାକୁ,ବହୁ […]
ଆନନ୍ଦ, ଆନନ୍ଦ କିପରି କହିବି କେତେ ଆନନ୍ଦ ।ଯୀଶୁଖ୍ରୀଷ୍ଟ ପାପ କ୍ଷମା ଦେଲେ ପରମ ଆନନ୍ଦ … (ଘୋଷା) ଏକତ୍ର ହୋଇ ନାଚ କରିବା ଗୀତ ଗାନ […]
ଅନ୍ଧକାର ଘେରା ଧରାରେ, ମୁକତି ଦୀପ ଜ୍ଵଳାଇବାଗ୍ରାମରେ ନଗରେ ଗିରି କନ୍ଦରରେଜାଳିବା ଲଜିତ ନୋହିବା … (ଘୋଷା) ମରୁ ମରୀଚିକା ଜଗତେ, ତୃଷିତ ପରାଣର ହିତେଜୀବନର ଝର […]
ଏ ନୂତନ ଯୁଗରେ ଆଶାର ସଂଚାରଗଲଗଥା କୁଶଗାଥା ଅମର ସେଜୟ ଜୟ ଯୁବାମେଷ…. ହୋ…. ହୋ….(ଘୋଷା) ହିମାଚଳ ଗାଏ ଯାର ଜୟଗୀତି, ଆମେ ତାଙ୍କ ଅନୁଗାମୀଶୁଣାଇବା ବିଶ୍ୱ […]
ମୁଁ ତ ଯୀଶୁଙ୍କୁ ମନରେ ମାନି ରଖିଛି… (ଘୋଷା) ଯୀଶୁଖ୍ରୀଷ୍ଟ ପ୍ରଭୁ ତୁମରି ଦରଶନକେହି ମାନୁ ବା ନମାନୁ ମୁଁ ମାନି ରଖିଛି.. |୧| ଯୀଶୁଖ୍ରୀଷ୍ଟ ପ୍ରଭୁ […]
ହେ ଶାନ୍ତି ଆଧାର ତବ ଛନ୍ଦା ଚରଣେ ନମୁଁଛୁ ପ୍ରଭୁ ହେଉଭା ହୋଇ ତବ ଦୁଆର (ଘୋଷା) ହେ ପ୍ରଭୁ ତୁମେ କେଡେ ମହାନ୍ସରାଗିବାହିନୀ ଯା’ଙ୍କ ଅଧୀନଗଗନ […]
ଆଜି ପ୍ରଣମି ତୁମକୁ ଚାଲିବି ପ୍ରଭୁ ସାରାଟି ଦିନତୁମେ ମୋ ଗମନ ପଥେ ଦୃଷ୍ଟି ରଖ ହେ ଦୟାବାନ (ଘୋଷା) ସାରା ଦିନ ଆଜି ଯାହା ମୁଁ […]