jibana data jishu aji antara
ଜୀବନଦାତା ଯୀଶୁ ଆଜି ଅନ୍ତର ଖୋଲିଦିଏଆସ ଆଜି ମୋର ଏ ହୃଦୟେ, ଅନ୍ତର ଖୋଲି ଦିଏ (ଘୋଷା) ଯଦି ଥାଏ କିଛି ତୁମ ଅପ୍ରୀତି କାଢ଼ି ନିଅ […]
ଜୀବନଦାତା ଯୀଶୁ ଆଜି ଅନ୍ତର ଖୋଲିଦିଏଆସ ଆଜି ମୋର ଏ ହୃଦୟେ, ଅନ୍ତର ଖୋଲି ଦିଏ (ଘୋଷା) ଯଦି ଥାଏ କିଛି ତୁମ ଅପ୍ରୀତି କାଢ଼ି ନିଅ […]
ଯୀଶୁ ମୋ’ ପାଇଁ ଝୁଲିଲଅତୁଳନୀୟ ଅଟେ ସେ ପ୍ରେମସେ ଦୟା ଅଟେ ସୀମାହୀନ (ଘୋଷା) ନମ୍ର ଚିତ୍ତେ ସବୁ ସହିଲ କଣ୍ଟା ମୁକୁଟ ଶିରେ ବୋହିଲପାପୀ ପାଇଁ […]
ଆସ ପ୍ରଭୁ ତୁମେ ଆସ, ଆମରି ଜୀବନେ ଆସଆସି ପ୍ରଭୁ ତୁମେ ଆସ, ଏ ମନ ମନ୍ଦିରେ ଆସରୁହ ତୁମେ ସାଥେ ସାଥେ ନ ଯାଅ ଛାଡି […]
ଆଜି ପରିତ୍ରାଣର ଦିନ…… ଆଜି ପରିତ୍ରାଣର ଦିନଈଶ୍ୱରଙ୍କ ଦାନ ସେହି ପ୍ରଭୁ ଯୀଶୁ… ଅନନ୍ତ ଜୀବନହାଲିଲୁୟା … ହାଲିଲୁୟା..ହାଲିଲୁୟା… ହାଲିଲୁୟା… (ଘୋଷା) ତୁମେ ହେ ପ୍ରଭୁ ଅନାଦି […]
ଛକି କାଠେ ଝରେରେ ବୁକୁର ଶୋଣିତ ଝରକାଲବରୀ ଚୁଳେ …ଛକି କାଠେ ଝରେରେ … (ଘୋଷା) ଯେ, ଆଜି ନିରବେ କାଲବରୀ ବେଦି ପରେଯେ, ଆଜି କ୍ଷତବିକ୍ଷତ […]
ପ୍ରେମିକ ଯୀଶୁ ଯେବେ ଆସିଲେ,ମୋ ଜୀବନ ବଦଳିଗଲାଯେବେ ମୁଁ ତାଙ୍କୁ ହୃଦେ ଲଭିଲି,ମୋ ଜୀବନ ବଦଳିଗଲା (ଘୋଷା) ମୋର ଦୁଃଖ ଦୁର୍ଦ୍ଦଶାରେ ଆଶ୍ରା ଦେଇନିଜ ପରେ ମୋର […]
ବେଦନା ବିପାକେ ପ୍ରଭୁ ତୁମେଭୋଗିଲ ଅଶେଷ ଦୁଃଖ କେତେରାଶି ଦେବା ପାଇଁ ଧୋଇତବ କୁଶରେ…କାଲବରୀ ବୁକୁରେ କେତେ, କେତେ ଯେ ବହିଯାଏତପତ ରକତ ମୋହରି ପାଇଁରେ,ପୁଣ୍ୟ ତବ […]
ଉଠ ଜାଗ ଭେଟିବାକୁ ଯୀଶୁ ରାଜାରେସ୍ବର୍ଗବାହିନୀ ସାଥେ ଆରୋହୀ ମେଘ ରଥେଆସୁଛନ୍ତି ବେଗେ ମଧ୍ୟ ଆକାଶରେ … (ଘୋଷା) ଅନୁତାପ ହୃଦୟେ କର ଖେଦ କ୍ରନ୍ଦନକର ଯେବେ […]
ସୁମଧୁର ସୁରେ ଗାଅ ଯୀଶୁ ନାମଯୀଶୁ ନାମ … ମିଠା ନାମ … ଯୀଶୁନମ … ପ୍ରିୟନାମ… (ଘୋଷା) ସେ ନାମେ ଅଛି ପ୍ରେମ ସେ ନାମେ […]
କାଲବରୀରେ ଧନ୍ୟ କାଲବରୀରେଚଢ଼ିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ … (ଘୋଷା) ଦୁଃଖ ନିନ୍ଦା ସହିଲେ ଫେରି କି ନ କହିଲେବଧଯୋଗ୍ୟ ମେଷତୁଲ୍ୟ ମୁଖ ନ ଫିଟାଇଲେ […]