muhi papi dino hino
ମୁହଁ ପାପୀ ଦୀନ ହୀନ ଚରଣେ ତୁମରଥୋଇଅଛି ପାପ ଭାରତୁମ ପାଦେ ନେଇ ଶରଣ … (ଘୋଷା)ଯୀଶୁ ମୋ କ୍ଷମାରେ … ଧୋଇ ମୋ ପାପରେକରିବେ ମୋତେ […]
ମୁହଁ ପାପୀ ଦୀନ ହୀନ ଚରଣେ ତୁମରଥୋଇଅଛି ପାପ ଭାରତୁମ ପାଦେ ନେଇ ଶରଣ … (ଘୋଷା)ଯୀଶୁ ମୋ କ୍ଷମାରେ … ଧୋଇ ମୋ ପାପରେକରିବେ ମୋତେ […]
ଭୁଲି ନାହିଁ ଭୁଲିବିନି କେବେ ତାଙ୍କରି ପ୍ରେମକୁପାପ ଭାର ବହିଗଲେ ସେ ଯେ ଚାଲି କାଲବରୀ କୁଶକୁଭୁଲି ନାହିଁ … ଭୁଲିବିନି ଏପରି ପ୍ରେମକୁ …. (ଘୋଷା) […]
ଜୀବନର ଜ୍ୟୋର୍ତି ଯୀଶୁ ଜଗତର ଜ୍ୟୋତିଜ୍ୟୋର୍ତିର୍ଗଣ ପିତା, ତୁମେ ଜ୍ୟୋତିର୍ମୟହାଲିଲୁ…ହାଲିଲୁୟା, (ଘୋଷା) ଜଳାଅ ଜୀବନ ପ୍ରଦୀପ ଆମ ପ୍ରାଣେ ଯୀଶୁତୁମ ଜ୍ୟୋତିରେ ଆମ ଜୀବନୁ ଅପସରୁ, ଅମା […]
ଅମର ଈଶ ସୁତରେ, ଅମର ଈଶ ସୁତକାଲବରୀ କୁଶେ ହତରେ … ହଁ … ତ (ଘୋଷା) ପାତକି ମୁକତି ପାଇଁ, ସ୍ଵଚ୍ଛାରେ ପ୍ରାଣ ଦେଇରଚିଲେ ସତ୍ୟ […]
ଆଶିଷ ତୁମରି ଦିଅ ହେ ପ୍ରଭୁଆଜି ଆମରି ଜୀବନରେ (ଘୋଷା) ଆସିଛୁ ତୁମ ସେବାର ( ପୂଜାର) ପାଇଁକଳୁଷଭରା ହୃଦୟ ନେଇଧୋଇଦିଅ ତୁମ ରକ୍ତରେ, ପ୍ରଭୁଏ ମିନତି […]
ତୁମ ପଛେ ପଛେ ଚାଲୁଥିବି ମୁଁ ..ନେବ ତୁମେ ଯେଉଁ ଦିଗେତୁମରି ଇଙ୍ଗିତେ (୩ ଥର) ଚାଲୁଥିବି ମୁଁ… (ଘୋଷା) ଏ ଜୀବନେ ନାହିଁ କିଏ ସାହାଯ୍ୟ […]
ଜୟ ପ୍ରଭୁ ଯୀଶୁ ଜୟ ପ୍ରଭୁ ଯୀଶୁଜୟ ଜୟ ସତ୍ୟ ସନାତନ ହେଜଗତ ତାରଣ କରଣ କାରଣଆସିଲେ ଏ ମର୍ତ୍ତ୍ୟ ଭୁବନ ହେ … (ଘୋଷା) ଅଭୁତ […]
ଜୀବନ ସାଗର ତୀରେ, ଯଦି ଦୁଃଖ ଲହରି ଉଠେବୁଜି ଦିଅ ଦୁଇ ଆଖି, ଯାଅ ଯୀଶୁର ଚରଣେ ଲୋଟି … (ଘୋଷା) ପରମବନ୍ଧୁ ସେ ଯେ, ନେବେ […]
ମୋ ପରେ ତବ କରୁଣା ମୋ ପରେ ତବ ଆଶିଷଢ଼ାଳିଦିଅ ଯୀଶୁ ମୋର, ତବ ଉଦ୍ଦୀପନା (ଘୋଷା) ଗଢିନିଅ ଏ ଜୀବନ ତୁମ ରୂପ ଜ୍ୟୋର୍ତିରେସଂସାରରୁ ଦୂରେ […]
ବହିଗଲା ଲହୁଧାର ପାପୀ ତୋ ପାଇଁଶେଷ ହେଲା ବଳିଦାନ ପାପୀ ତୋ ପାଇଁ (ଘୋଷା) କାଲବରୀ ବୁକେ ଝରିଲା ତପତ ରୁଧୁରରୁର ନୁହେଁ ସେ ପ୍ରେମର ଅମୃତ […]