dekho hai bhai agomana
ଦେଖ ହେ ଭାଇ-ଆଗମନ ଆସୁଛି ପାଖେଇଦିଅ ତୁମ ନାମ ଲେଖାଇ,ଜୀବନ ପୁସ୍ତକେ ଯାଇ … (ଘୋଷା) ଜଗତ ରଙ୍ଗ ରସେ ତୁ ପାଗଳ ହୋଇଯୀଶୁଙ୍କୁ ଭୁଲିଗଲୁ ନିଜକୁ […]
ଦେଖ ହେ ଭାଇ-ଆଗମନ ଆସୁଛି ପାଖେଇଦିଅ ତୁମ ନାମ ଲେଖାଇ,ଜୀବନ ପୁସ୍ତକେ ଯାଇ … (ଘୋଷା) ଜଗତ ରଙ୍ଗ ରସେ ତୁ ପାଗଳ ହୋଇଯୀଶୁଙ୍କୁ ଭୁଲିଗଲୁ ନିଜକୁ […]
ନାଚିବାରେ ନାଚିବା ଗାଇବାରେ ଗାଇବାଆମେ ପ୍ରାର୍ଥନାର ସ୍ରୋତେ ଆଜି ଭାସିବାଆମ ମନ ଆମ୍ବା ନୂଆକରି ଗଢ଼ିବା… (ଘୋଷା) ପ୍ରାର୍ଥନା କଲେ ମିଳଇ ଶାନ୍ତିସେଥିରେ ଅଛି ମହାମୁକତିପ୍ରାର୍ଥନା କଲେ […]
ପ୍ରିୟତମ ଯୀଶୁ ନାମ ଭଜ ଭାଇଭଜିଲେ ତା ଗୁଣ ସେହିତ ଜାଣଇକି ମଧୁର ସେ ତ ମନୋହରକି ସୁନ୍ଦର ଅଟଇ ଅପାରସେ ଶାନ୍ତି ଆକର … (ଘୋଷା) […]
ତୁରୀ ବାଜିବ ଆକାଶେଆସିବେ ସେ ମେଘ ରଥେକରିବେ ବିଚାର, ଶେଷେ ମଧ୍ୟ ଆକାଶେ .. (ଘୋଷା) ସାଥେରହି ଦୃତଗଣ, କରୁଥିବେ ଜୟଗାନଏକ ନିମିଷେ ତାଙ୍କରି ଆଗେ, ଠୁଳ […]
ହେ ପ୍ରିୟ ଯୀଶୁ ମୋରମୋ ହୃଦ ମନ୍ଦିରେ ଆସତୁମ ପାଇଁ ମୁହଁ ଖୋଲିଛି ହେ ଦ୍ଵାରସଦୟେ ହେ ପ୍ରଭୁ ଆସ.. ଆସ.. ଆସ.. (ଘୋଷା) ଖୋଜୁଛି ମୁଁ […]
ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେମୋର ଯେତେ ପାପ ତାପ ଅନୁତାପେ ଭଙ୍ଗା ହୃଦଆସିଛି ମୁଁ ଥୋଇବାକୁ ତୁମ ଚରଣେ … (ଘୋଷା) ଗୋଡ଼ାଏ ବ୍ୟାବଳ […]
ଆସୁଛନ୍ତି ତୁରୀ ବଜାଇପ୍ରଭୁ ଯୀଶୁ ହରଷ ହୋଇବିଶ୍ଵାସୀକୁ ନେବା ପାଇଁ ପୁରସ୍କାର ଦେବା ପାଇଁଆନନ୍ଦେ ଗାଅ ହେ ଭାଇ… (ଘୋଷା) କଟି ବାନ୍ଧି ଦୀପ ଜାଳି ଜାଗ୍ରତରେ […]
ଆମ ଯୀଶୁ ରାଜା … ଆ… ଆ…ଆମ ଯୀଶୁ ରାଜା ଆସୁଛନ୍ତି ପରା ମେଘ ରଥରେଆସ ଭେଟିଯିବା ତାଙ୍କୁ ମହାନନ୍ଦରେ … (ଘୋଷା) ବିକ୍ରମଶାଳୀ ସେ ରାଜା […]
ପ୍ରଭୁ ଗୋ ମୋର ପ୍ରିୟତମ ତୁମରି ପ୍ରେମ ଅନୁପମବଣ୍ଡିବି ପ୍ରଭୁ ତୁମ ପ୍ରେମ ଗାଇବି ସଦା ତୁମ ନାମ … (ଘୋଷା) ଅନ୍ଧକୁ ଦେଲ ନୟନ, ବଧୂରେ […]
ବଜାଅ ମଣ୍ଡଳୀ ତୁମେ ସଙ୍ଗୀତ ବାଜାଆଜି ଆସିବେ ବାହିନି ସାଥେ ମର୍ଶହ ରାଜାବଜାଇଣ ବାଜା ଆମେ କରିବା ପୂଜା … ସମସ୍ତେ … (ଘୋଷା) କୋଟି କୋଟି […]