Kampi uthe e dhara dhama

କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ […]

emiti pape budi thibu kete dino

ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନକେବେ ଛାଡ଼ିବୁ ମନ୍ଦ ଗୁଣକେବେ ହେବୁ ପରିବର୍ତ୍ତନକେବେ ଭଜିବୁ ଯୀଶୁ ନାମକେବେ କରିବୁ ତାଙ୍କ ଧ୍ୟାନଏମିତି ପାପେ […]

How great thou art

1 O Lord my God, when I in awesome wonderConsider all the works Thy hand hath madeI see the stars, […]

dipti prakasha ehi sangsare

ଦୀପ୍ତି ପ୍ରକାଶ          ଏହି ସଂସାରେ ତାରାଗଣ ଯେହ୍ନେ    ଅନ୍ଧକାରରେ; ମାନିବା ଏ ଆଜ୍ଞା     ପ୍ରଭୁ ବଳରେ ମୁହିଁ ଏହିଠାରେ      ତୁ ସେଠାରେ । ୧ । ଦୀପ୍ତି […]

he pilagana karucha ki jishunku prema

ପ୍ରଶ୍ନ :      ହେ ପିଲାଗଣ ! କରୁଛ ଯୀଶୁଙ୍କୁ କି ପ୍ରେମ ? । ଘୋଷା । ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର […]

jaago re soiniko aartho janataa daake

( ସ୍ୱର : ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ )    ଜାଗରେ ସଇନିକେ ଆର୍ତ୍ତ ଜନତା ଡାକେ ରାତ୍ରିର ଅନ୍ଧକାରେ ପଥ ବାଉଳା, […]

ey groohe aasho he prabhu posi aaso

(ସ୍ୱର : ଦୁଆରେ ଉଭା ନ ହୋଇ) ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ, ମନ କରି ଅଧିକାର ରାଜା ହୁଅ ଚିତ୍ତରେ […]

aahe jishu aaso amo dino kutere hai

( ସ୍ୱର : ଆସ ପ୍ରଭୁ ଆସ ଆଜି ) ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ ତୁମ ପୂଜା ଲାଗି ଆକୁଳ ତୃଷା […]

aahe premomoyo ishwara tanaya

( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ) ଆହେ ପ୍ରେମମୟ ଈଶ୍ୱର ତନୟ, ଆମ ପରିବାରେ ଆସ ହେ, ନୂଆ ଭାବେ ଆଜି ଆମେ […]

gaayibaa jaya bharata maya

ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ, ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ; ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ ।  ବିମଳ ଶୋଣିତ            କରି […]