traano korta jishu su-sabdha laagila korne
ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ, ଜନ୍ମାଇଲା କି ଆହ୍ଲାଦ । ଘୋଷା । ମୁହିଁ ପାପୀ ଜନ ଥିଲି ପାପ ଶୟତାନ ଫାଶେ […]
ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ, ଜନ୍ମାଇଲା କି ଆହ୍ଲାଦ । ଘୋଷା । ମୁହିଁ ପାପୀ ଜନ ଥିଲି ପାପ ଶୟତାନ ଫାଶେ […]
ହୃଦୟ-ରତନ ଯୀଶୁ ମୋର ଅମୂଲ୍ୟ ମଣି, ସେହି ମୋର ଗଣ୍ଠିଧନ, ତ୍ରିଭୁବନ ଅଗ୍ରଣୀ । ଘୋଷା । ସେ ଜୀବାତ୍ମା ବାଞ୍ଛିତ ସର୍ବ ଦ୍ରବ୍ୟ ସଞ୍ôଚତ ସର୍ବ […]
ଯୀଶୁଙ୍କୁ ସଙ୍ଗେ ରଖିବି, ହୃଦ-ପଦ୍ମ ତାଙ୍କୁ ଦେବି । ଘୋଷା । ସେ ତ ଜୀବର ଜୀବ, ମୋର ସର୍ବ ସମ୍ପଦ, ଛାଡ଼ିଲେ ସେହି ପାଦ ବିପଦରେ […]
କର ମନ ତ୍ରାଣରତ୍ନ ଯତନ, ଖ୍ରୀଷ୍ଟ ପରମ ଧନ କି ମହା ମନୋରଞ୍ଜନ ! । ଘୋଷା । ଖ୍ରୀଷ୍ଟରତ୍ନ ହୋଇଲେ ପ୍ରାପଣ ଅନ୍ୟ ଧନେ ନାହିଁ […]
ଯୀଶୁ ହେ, ମୁହିଁ ଅତ୍ୟନ୍ତ ଦୁର୍ଦ୍ଦଶାପନ୍ନ, ହୁଅ ପ୍ରସନ୍ନ; ତୁମ୍ଭ ବିନା ନାହିଁ ମୋର ଆଶ୍ରୟ ଆନ । ଘୋଷା । ମହା ଶତ୍ରୁ ଶୟତାନ […]
କଟାକ୍ଷ ପକାଇ ପ୍ରଭୁ କର ଉପକାର । ଘୋଷା । ଭବ ସ୍ରୋତେ ମୁଁ ଭାସଇ, ଉପାୟ ମୋହର ନାହିଁ; ଥଳ କିଛି ନ ଦିଶଇ, ଘୋର […]
ପ୍ରଭୁ, ପାପିଷ୍ଠ ଦୀନ ପ୍ରତି କରୁଣା କର, ଦୂର ନ କର ପ୍ରଭୁ ମୋତେ ପାଶୁ ତୁମ୍ଭର । ଘୋଷା । ପାପରେ ମୋର ଜାତ, ପାପେ […]
ଆହା ନରାତ୍ମା କି ବହୁମୂଲ୍ୟ ଧନ ଈଶ୍ୱରଙ୍କ ନିଶ୍ୱାସରୁ ଯାହାର ଉତ୍ପନ୍ନ । ଘୋଷା । ସମୁଦାୟ ଜଗତରୁ ରତ୍ନମଣି ସୁବର୍ଣ୍ଣରୁ ଅଟଇ ଯାହା ମୂଲ୍ୟ […]
( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ ) ପ୍ରଭୁ ତବ ସୁସମ୍ବାଦ କରାଅ ଘୋଷଣ ହେ । ଘୋଷା । ପଠାଅ ପ୍ରଭୁ ତାହା ସର୍ବ […]
(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ) କର ପ୍ରଭୁ ତବ ପ୍ରଚାରିତ ବାକ୍ୟେ କଲ୍ୟାଣ, ପ୍ରଚାରିତ ବାକ୍ୟ ହେଉ ସୁସଫଳ ବହନ । ଘୋଷା । […]