bhito ki paayeen nitya biartha he

ଭୀତ କିପାଇଁ ନିତ୍ୟ ବିଅର୍ଥ ହେ ହୋଇଛି ଚିତ୍ତ ଯେବେ ମୋର ଖ୍ରୀଷ୍ଟେ ଅର୍ପିତ ହେ । ଘୋଷା । ବିଶ୍ୱସ୍ତ ସେହି ଦୟାରେ ଭୂଷିତ, ଭାଷିତ […]

ke debo dondaagya probhu mononito lokonku

କେ ଦେବ ଦଣ୍ଡାଜ୍ଞା ପ୍ରଭୁ-ମନୋନୀତ ଲୋକଙ୍କୁ ? କେ କରିବ ଅପବାଦ ଖ୍ରୀଷ୍ଟ-କ୍ରୀତ ସାଧୁଙ୍କୁ ? । ଘୋଷା ।    ତାଙ୍କ ପାପ ଈଶ୍ୱର କରନ୍ତି […]

khriste mo biswaaso jebe huontaa susthiro

ଖ୍ରୀଷ୍ଟେ ମୋ ବିଶ୍ୱାସ ଯେବେ ହୁଅନ୍ତା ସୁସ୍ଥିର ଆହା କି ଆନନ୍ଦ ମନେ ଜନ୍ମନ୍ତା ମୋହର । ଘୋଷା । ପାପର ସ୍ମରଣ କଲେ ଭୟ ଜନ୍ମ […]

dukho kaalo re kiye deyee paare purnaananda

ଦୁଃଖ କାଳରେ କିଏ ଦେଇପାରେ ପୂର୍ଣ୍ଣାନନ୍ଦ ମୋ ମନରେ ? । ଘୋଷା । ଯେଉଁକାଳେ ଘୋର ଦୁଃଖ ବଢ଼ି ଦେଖି ମନୁଁ ଯାଏ ସୁଖ ଉଡ଼ି […]

moro sorbo durdoshaa re jibi kaahaa thaku

ମୋର ସର୍ବ ଦୁର୍ଦ୍ଦଶାରେ ଯିବି ମୁଁ କାହାଠାକୁ ? କିଏ ହେବ ସୁପ୍ରସନ୍ନ ଦେଖି ମୋ ଦୁର୍ଦ୍ଦଶାକୁ ? । ଘୋଷା । ନାହିଁଟି ଅନ୍ୟାଶ୍ରୟ ହେବ […]

moro ashraa jishu charane

ମୋର ଆଶ୍ରା ଯୀଶୁ ଚରଣେ, ମୋ ପାପମୋଚନ ଶ୍ରୀମରଣେ । ଘୋଷା । ଯୀଶୁ ମୋର ତ୍ରାଣକର୍ତ୍ତା ପାପ ତାପ ଶାପହର୍ତ୍ତା, ଜନ୍ମିଥିଲେ ସେ ମଞ୍ଚ ଭୁବନେ […]

jishu sarana mu dharibi kebe hai mu no chadibi

ଯୀଶୁ ଶରଣ ମୁଁ ଧରିବି, କେବେ ହେଁ ମୁଁ ନ ଛାଡ଼ିବି, ଯେବେ ଶ୍ରୀକରୁଣା କରିବେ ସେ ଊଣା ମରିଲେ ପଛକେ ମରିବି । ଘୋଷା । […]

jishu baare su nayanare mo proti

ଯୀଶୁ ବାରେ ସୁନୟନରେ ମୋ ପ୍ରତି ଚାହିଁ ପ୍ରସନ୍ନରେ, ଆସୁଅଛି ମୁଁ ଶ୍ରୀ ଛାମୁରେ ଖେଦିତ ମନରେ; ନ କଲେ ଦୟା ମୋ ଉପରେ ଯିବି ମୁଁ […]

aahe priyo probhu tumbho chhaamuru

ଆହେ ପ୍ରିୟ ପ୍ରଭୁ ତୁମ୍ଭ ଛାମୁରୁ, କେଉଁଠାକୁ ଯିବି ତୁମ୍ଭ ଦୃଷ୍ଟିରୁ ?   ମୋର ଦୁର୍ବଳ ପାପୀଷ୍ଠ ଚରଣ, କେଉଁଠାକୁ ବା କରିବି ଗମନ ? […]

aahe jishu jibi tumbho binaa ka thaare

ଆହେ ଯୀଶୁ, ଯିବି ତୁମ୍ଭ ବିନା କା’ଠାରେ ? ଅନନ୍ତ ଜୀବନ ତୁମ୍ଭଠାରେ । ଘୋଷା । ତୁମ୍ଭେ ପାପ-ତାପ ହର୍ତ୍ତା          ଅଦ୍ୱିତୀୟ ତ୍ରାଣକର୍ତ୍ତା, ନାହିଁ ଆନ […]