papi marijare krusha pare
ପାପୀ ମରିଯାରେ କୁଶ ପରେ ମୁହଁ ମୁହିଁ ବୋଲି ବଜାନାହିଁ ଆଉ ଫମ୍ପା ଢୋଲ ତୁ ବୃଥାରେ… (ଘୋଷା) ଅସଂଖ୍ୟ ପରଜା କଲେ ଯାର ପୂଜାନାହିଁ ସେ […]
ପାପୀ ମରିଯାରେ କୁଶ ପରେ ମୁହଁ ମୁହିଁ ବୋଲି ବଜାନାହିଁ ଆଉ ଫମ୍ପା ଢୋଲ ତୁ ବୃଥାରେ… (ଘୋଷା) ଅସଂଖ୍ୟ ପରଜା କଲେ ଯାର ପୂଜାନାହିଁ ସେ […]
ଗାଅ ଜୟଗାନ, କର ଜୟଗାନପ୍ରିୟତମ ଯୀଶୁ ନାମଯୀଶୁ ହିଁ ମୁକ୍ତି, ଯୀଶୁ ହିଁ ଶାନ୍ତିଯୀଶୁ ଅନନ୍ତ ଜୀବନ… (ଘୋଷା) ଆସିବ ଦୁଃଖ ନିନ୍ଦା ତାଡନାନକର ମୁଖ ମଳିନତୋ […]
ହେ ପଥ ସତ୍ୟ ଜୀବନ ହେ ଯୀଶୁ ତୁମେ ଦୟାବାନମୋର ପାପ ପାଇଁ କେତେ ଦୁଃଖ ସହି (ଘୋଷା) କେତେ ଦୟା ବହି ରକତ ଝରାଇମୋର ମୁକ୍ତି […]
ଯୀଶୁ ବିନା ବୃଥା ମୋ ଜୀବନଯୀଶୁ ବିନା ନାହିଁ ତୋ ପରିତ୍ରାଣଯୀଶୁ ହିଁ ଅଟନ୍ତି ଜଗତେ ମହାନ୍ଯୀଶୁ ହିଁ ଅଟନ୍ତି ଜଗତେ ଜୀବନଯୀଶୁଠାରେ ପାପୀ ପାଏ ପରିତ୍ରାଣଯୀଶୁ […]
ଯୀଶୁ ନାମ ପ୍ରିୟ ନାମଯୀଶୁ ନାମ ମଧୁ ନାମଯୀଶୁ ନାମେ ଅଛି ଅନନ୍ତ ଜୀବନ (୨ ଥର)ଯୀଶୁ ନାମେ ପରିତ୍ରାଣ… (ଘୋଷା) ଯୀଶୁ ନାମେ ଅନ୍ଧ ଦେଖେଯୀଶୁ […]
ଟୋପାଏ ଟୋପାଏ ରକ୍ତଧାରଝରିଗଲା କେତେ ଝରିଗଲା (୩ ଥର)ନଈ ନାଳ ପରି ନଈ ନାଳ ପରି ଝରିଗଲାକାଲବରୀ କୃଶରେ ଜୀବନ ଦେଲେମୋର ପାପ ପାଇଁ ମଲେଟୋପାଏ … […]
ବାକି ଅଛି (୨ ଥର) ବହୁତ ଦୂରଚାଲିବାକୁ ନାହିଁ ମୋ ବଳପଡୁଛି ପୁଣି ମୁଁ ଉଠୁଛି, ଶକତି ନାହିଁ ମୋହର…. (ଘୋଷା) ତୁମ ପ୍ରିୟ ଦାସ ଏଲିୟ, […]
ବହି ନେଇଯାରେ ହୃଦୟ ଗଣ୍ଡିରେଯୀଶୁ ନାମ ବହି ନେଇଯା … (୨ ଥର)ଯୀଶୁ ନାମରେ ମିଳଇ ଶାନ୍ତିଯୀଶୁ ନାମରେ ମିଳଇ ମୁକ୍ତିଯୀଶୁ ନାମ ବହି ନେଇଯା … […]
ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ(୪ ଥର) (ଘୋଷା) ପ୍ରଭୁ ପରେ ବିଶ୍ଵାସ ରକ୍ଷା କରେ ପାପୀଙ୍କୁପୁରୁଣା ବିଷୟ ଚାଲିଯାଏହୁଏ […]
ସଦାପ୍ରଭୁ ମଙ୍ଗଳମୟ, ଆସ କରି ଦେଖ ଆସ୍ବାଦନକ୍ରୋଧେ ଧୀର, କୃପାମୟ ଅଟନ୍ତି ପ୍ରେମରେ ମହାନ୍… (ଘୋଷା) ଅଧର୍ମ ସକଳ ସେ ଯେ କ୍ଷମାକାରୀଆବର ସମସ୍ତ ରୋଗ ସୁସ୍ଥକାରୀବିନାଶରୁ […]