chaha chaha bandhu thare se

ଚାହାଁ ଚାହାଁ ବନ୍ଧୁ ଥରେ ସେକାଲବରୀ କୁଶ ପ୍ରତି ଝଟତି,ଚାହିଦେଲେ ହୃଦ ଦୟ ଭାଙ୍ଗୁଛି ତରଳିଯାଏ ଚମକି ଛାତି … (ଘୋଷା) ନିର୍ବୋଷୀ ନିଷ୍ଠାପୀ, ହୋଇଣ ବଂଧୁ […]

asa asa sarbe ame gita gayiba

ଆସ ଆସ ସର୍ବେ ଆମେ ଗୀତ ଗାଇବା (୨ ଥର)ସେ ତ ପ୍ରଭୁଦୟା, କ୍ଷମା, ଶାନ୍ତି, ପ୍ରେମ ଶିଖାଇ ଅଛନ୍ତି । (ଘୋଷା) ରାଜାମାନଙ୍କର ରାଜା ପ୍ରଭୁ […]

mana paribartana kara

ମନ ପରିବର୍ତ୍ତନ କର, ଆଜି ପାପରୁ ଫେର … (ଘୋଷା) ଆସୁଛି ଦିନ ପ୍ରଭୁଙ୍କ ଆଗମନ କରିଣ ଶବ୍ଦ ଜାଣକ୍ରୋଧର ଦିନ କ୍ଲେଶର ଦିନ ଅତି ଭୟଙ୍କର […]

pape bhora andha mu je

ପାପେ ଭରା ଅନ୍ଧ ମୁଁ ଯେ ଆଶ୍ରାହୀନ ଜଗତେପାପ ମୋର ଧୋଇଦିଅ ତୁମ କୁଶ ରକତେ (ଘୋଷା) ପାପିନୀର ଅଶ୍ରୁ ଜଳେ ତୁମର ଧୋଇଦେଲା ପବିତ୍ର ଶ୍ରୀପୟରଶାନ୍ତି […]

prabhu karuna re asraya kari

ପ୍ରଭୁ କରୁଣାରେ ଆଶ୍ରୟ କରିତାଙ୍କ ବିଧୂ ସବୁ ହୃଦେ ଆଚରିଲକ୍ଷ୍ୟ ରଖି ପଦ ଚିହ୍ନ ଯିବି ମୁଁ ଅନୁସରି (ଘୋଷା) ଏହି ଜଗତ ଦେବ ନାହିଁ ତ, […]

ahe prabhu tuma karunare

ଆହେ ପ୍ରଭୁ ତୁମ କରୁଣାରେ ମୋତେ ଦୟାକରତୁମ କୃପା ବାହୁଲ୍ୟାନୁସାରେଅଧର୍ମ ମାର୍ଜନା କର ||o||ମୋ ଅପରାଧର ପ୍ରକ୍ଷାଳନ କରମୋତେ ପାପୁ ଶୁଚି କର । ଆହେ ପ୍ରଭୁ […]

dayara sagara prabhu

ଦୟାର ସାଗର ପ୍ରଭୁ ମୋ ଯୀଶୁ ଧନକାଲବରୀ କୁଶ ପରେ ଦେଲ ଜୀବନ (ଘୋଷା) ପୃଷ୍ଠ ପରେ ଦେଖି ତାଙ୍କ କୋରଡ଼ାର ମାଡଝରିପଡେ ସର୍ବାଙ୍ଗରୁ ରକତର ଧାରକାଣେ […]

ei jibanare prabhu hebi

ଏଇ ଜୀବନରେ ପ୍ରଭୁ ହେବି ଏକା ତୁମରତୁମ ଗଉରବ ପାଇଁଯେହ୍ନେ ହେବି ମୁହିଁ ସଦା ବ୍ୟବହାର … (ଘୋଷା) କ୍ଷଣିକ ଏହି ଜଗତ ମୋହ ମାୟାରେ ପୂରିତଟାଣେ […]

kehi nahi moro jagate nijara

କେହି ନାହିଁ ମୋର ଜଗତେ ନିଜରଆଶ୍ରା ନେବି ମୁଁ କାହାରଏ ମାୟା ସଂସାର ସବୁ ହି ଅସାରଦିନେ ହେବ ନାରଖାର (ଘୋଷା) ଅସାର ଜଗତେ ଚାଲିବି କେମନ୍ତେବଳ […]