gao sarabe jishu name

ଗାଅ ସରବେ ଯୀଶୁ ନାମେ ହୋଶାନ୍ତା ଜୟଗାନଧନ୍ୟବାଦ ପ୍ରଶଂସାରେ ତୋଳି ତାଙ୍କରି ନାମ…(ଘୋଷା) ପ୍ରେମଭରା ତାଙ୍କ ପରଶ, ଆଣିଦେବ ମନେ ହରଷପରମ ପିତା ଯୀଶୁ ଆମ, ଭରିଦେବେ […]

jharigola rudhira moro papo

ଝରିଗଲା ରୁଧୁର ମୋର ପାପ ପାଇଁରେସେହି କାଲବରୀ ଚୂଳେ ଝରିଲା ରକତ କେତେରୁର କେତେ… (ଘୋଷା) ନିରବ ମେଷ ପରି ଗଲ ତୁମେ ସବୁ ସହିକାନ୍ଧ କୁଶ […]

krusha pare raktadhara

କୁଶ ପରେ ରକ୍ତଧାର ବହିଯାଏ ।ଯେଉଁ ରନ୍ତେ ପାତକୀ ଆଜି ମୁକ୍ତି ପାଏ। (ଘୋଷା) ମୁକ୍ତି ପଥ ହରା ହୋଇ ସକଳେଶାନ୍ତି ନାହିଁ ସଭିଙ୍କର ହୃଦୟପାପ ସ୍ରୋତେ […]

au kichi prabhu loda nahi

ଆଉ କିଛି ପ୍ରଭୁ ଲୋଡ଼ା ନାହିଁ ମୋରତୁମେ ସାଥ ହେଲେ, ଚଲା ପଥେ ମୋର (ଘୋଷା) ତୁମେ ହିଁ ପଥ ତୁମେ ହିଁ ସତ୍ୟତୁମେ ଜୀବନ ମୋର […]

prabhu hai darashanara asare

ପ୍ରଭୁ ହେ ଦରଶନର ଆଶାରେ …ଆସିଛି ମୁହଁ ମଙ୍ଗଳ ଉଷାରେ (୨ ଥର)ମଙ୍ଗଳମୟ ଶ୍ରୀପଦ କଞ୍ଜରେ… |ଘୋଷା| ସଂସାର ପଥ କଣ୍ଟକ ସିନା,ଚଉଦିଗେ ଦିଶେ ଘୋର କାଳିମାନାହିଁ […]

prathana amo pode tumo

ପ୍ରାର୍ଥନା ଆମ ପଦେ ତୁମଏହି ଜଗତରେ, ତୁମରି ରାଜ୍ୟ ଆସୁ (୨ ଥର)ହା….ଲେ…..ଲୁ….ୟା … (ଘୋଷା) କହିଗଲ ତୁମେ ସାକ୍ଷୀ ହେବାଘେନି ମୋର ନାମଦେଖ ଏ ଯୁଗର […]

subhe aji subha barota

ଶୁଭେ ଆଜି ଶୁଭ ବାରତା ପ୍ରତି କର୍ଣ କୁହରରେକିଏ ଯିବ ନେଇ ସମ୍ବାଦ ଗ୍ରାମେ, ନଗରେ, ସହରେଯା’ ସୁସମାଚାର ଅଟେ ଅଗୋଚର ନିବିଡ଼ ଅନ୍ଧକାରେଯାଅରେ ବିତରି କୁଶର […]

diya dekha bare prabhu

ଦିଅ ଦେଖା ବାରେ ପ୍ରଭୁଲୋତକ ଧାର ପୋଛି ଦିଅ ହେଲହୁ ଫିଟା ପାପୁଲିରେ …(ଘୋଷା) ରୋଗର କଷଟି ପରାଣ ପରଖେଆତୁର ନୟନ ଛନ୍ଦା ବିଲୋକେକିଏ ନାହିଁ ଓଠୋ […]

jishunka poche chalibu

ଯୀଶୁଙ୍କ ପଛେ ଚାଲିବୁନବ ଜୀବନ ଲଭିବୁ… (ଘୋଷା) ସେ ଯେ ସତ୍ୟ ସୁନ୍ଦର ସେ ଯେ ସତ୍ୟ ଈଶ୍ବରମିଳି ତାଙ୍କ ସାଥେ ଚାଲିବୁ ସତ୍ୟ ପଥେସଜାଡ଼ି ତାଙ୍କ […]