jago jago kara tanka
ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନପ୍ରତି ପ୍ରାତେ ତାଙ୍କ ଦୟା ଚିର ନୂତନ (ଘୋଷା) ଅଗଣିତ ପାପ ତୋର କରନ୍ତି କ୍ଷମାତାଙ୍କ ପ୍ରେମ କରୁଣାର ନାହିଁ […]
ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନପ୍ରତି ପ୍ରାତେ ତାଙ୍କ ଦୟା ଚିର ନୂତନ (ଘୋଷା) ଅଗଣିତ ପାପ ତୋର କରନ୍ତି କ୍ଷମାତାଙ୍କ ପ୍ରେମ କରୁଣାର ନାହିଁ […]
କେତେ ଯେ ବେଦନା … କେତେ ଯେ ଯାତନାକାଲବରୀ ଶିଖରରୁ ବହିଯାଏ ରକ୍ତଧାର (ଘୋଷା) ତୁଙ୍ଗ କାଲବରୀ ଶିଖରରୁ ଝରେ,ଯୁବା ମେଷ ପୂତ ଅଙ୍ଗରୁ କ୍ଷରେହସ୍ତ ପଦ […]
ମୁଁ ଓ ମୋର ପରିଜନ କରିବୁ ଆଜିଠୁପ୍ରଭୁଙ୍କର ଆରାଧନା (ଘୋଷା) ପ୍ରଶଂସା ସ୍ତୁତିର ମଧୁ ଝଙ୍କାରରେ, ହସୁଥିବ ନିତି ଘରପବିତ୍ର ବାକ୍ୟର ପ୍ରତି ଶବ୍ଦମାଳା,, ନାଶିବ ପାପ […]
ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେଆକାଶ, ତାରା, ପର୍ବତ, ସମୁଦ୍ର ସବୁଠୁ ମହାନ୍ ହେ (ଘୋଷା) ଅପାର ଆନନ୍ଦରେ ହୃଦୟ ଭରିଯାଏପ୍ରଭୁଙ୍କର କାର୍ଯ୍ୟ କେଡେ ମହାନ୍ […]
ମୋ ଜୀବନ ଆକର ହେ ପ୍ରଭୁତୁମେ ମୋ ଜୀବନ ଆକର (ଘୋଷା) ହାତ ମୋର ଧରି ଚଳାଅ ହେ ନାଥଆଲୋକିତ ହେଉ ମୋର ଚଲାପଥାଅନ୍ଧାରେ ଜ୍ୟୋତି ମୋର […]
କି ଆନନ୍ଦ । କି ଆନନ୍ଦ । ମୋ ମନରେଯେବେ ଯୀଶୁ ମୋତେ ଧରିଲେ ବକ୍ଷରେଥିଲି ଏକ ହଜା ମେଷ ଅନ୍ଧାରେଖୋଜି ଖୋଜି ମୋତେ ପାଇଲେ ଶେଷରେ […]
ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତରଶୁଣ ସେ ଡାକରା ଫିଟାଅ ପସରାବିତର ଆଜି ତାହାଙ୍କ ବାଣୀ କୁଶର (ଘୋଷା) ତୁମ ବିନା ନାହିଁ କେହି ଆଉ ଦେଖାଇବ […]
କାଲବରୀର ସେ ଯେ ଅସୀମ ପ୍ରେମଭୁଲିପାରୁ ନାହିଁ ମୋର ଯୀଶୁ ରାଜନସେହି ରକତ ଝରେ ଅନ୍ତରେ ମୋରଜାଣି ତ ନଥୁଲି ପ୍ରଭୁ ଯୀଶୁ ସୁନ୍ଦର (ଘୋଷା) ପାପରେ […]
ଆକାଶ, ଚାନ୍ଦ, ତାରା ଜଳ ସ୍ଥଳ ସୃଷ୍ଟି ସାରାତୁମରି ମହିମା ଗାଏ ପ୍ରଭୁ, ତୁମରି ମହିମା ଗାଏତୁମେ ତ ବିଶ୍ବପତି, ସବୁ ତ ତୁମ ସଂପତ୍ତିସକଳ ମାନବ […]
ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ ଉତ୍ତମ,ମୋ ପାଇଁ (ଘୋଷା)ଯୀଶୁ ଆସିଲେ ( ୩ ଥର) ସ୍ଵର୍ଗରୁ ମୋ ପାଇଁ … |୧|ଯୀଶୁ ମରିଲେ ( ୩ […]