ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ atulaniya prema jishu dekhaila
ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ (୨ଥର) … |୦| ଦେଖାଇଲ ପ୍ରଭୁ ମୁକତିର ପଥକାଲବରୀ ଚୂଳେ ହୋଇଲା […]
ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ (୨ଥର) … |୦| ଦେଖାଇଲ ପ୍ରଭୁ ମୁକତିର ପଥକାଲବରୀ ଚୂଳେ ହୋଇଲା […]
କେତେଭଲ ମୋର ପ୍ରଭୂ (ଯୀଶୁହେ)କେତେ ଭଲ ମୋର ପ୍ରଭୁ … |୦| ତୁମେ ମୋ ମେଷପାଳକ (ଯୀଶୁହେ)ତୁମେ ମୋ ମେଷପାଳକ … |୧| ତୁମେ ମୋ ବିଶ୍ୱାସ […]
ଆମେ ରକ୍ତେ କ୍ରୀତ, ତାଙ୍କ ରକ୍ତେ ଧୌତଯୀଶୁଙ୍କ ଅମୁଲ୍ୟ ରକ୍ତରେ,ଆମେ ସବୁ ଏକ ସାଧୁଙ୍କ ସହିତଯୀଶୁଙ୍କ ଅମୀୟ ପ୍ରେମରେ,ଆମେ ସବୁ ମେଷ ଗୋଟିଏ ପଲରଏକ ହିଁ ବିଶ୍ବାସ, […]
ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେଚାଲିଯିବା ସେ ପଛେ ଚାଲିବା (ଘୋଷା) ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)ସରିଯିବ ସେହି କ୍ରନ୍ଦନ […]
ତୁମରି ପବିତ୍ର ମୁରତିରେ ଗଢ଼ିଥିଲ ମୋତେ ଧରଣୀରେହରାଇ ବସିଲି ସ୍ୱେଚ୍ଛାଚାରେପ୍ରିୟ ଯୀଶୁ ମୋ ଲାଗି କୁଶପରେ … (ଘୋଷା) ସଂସାର ପଥ କଣ୍ଟକ ସିନାଚଉଦିଗେ ଦିଶେ ଘୋର […]
(ସ୍ଵର-ତୁମି ନିଶିଭରେ ଏଷ ଯୀଶୁ) ଆହେ ପବିତ୍ରଆତ୍ମା ଇଶ୍ବର ରସନାରେରାଜ ରସନାରେ ତବ ଏ ମନ୍ଦିରେ (ଘୋଷା) ବସିଅଛୁ ତବ ପୟରେ,ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ, ୨ […]
ଦୀନବନ୍ଧୁ ମୋରେ ଚାହିଁ କଟାକ୍ଷରେ,ଦୁଃଖ ମୋହରି ନେଇ ସୁଖ ଦିଅ ବାରେ (ଘୋଷା) ଶାନ୍ତି ମୋ ଅନ୍ତରେ ଦିଅ ନିରନ୍ତରେପୂର୍ଣ୍ଣ କର ମନ ପ୍ରେମ ଆନନ୍ଦରେ … […]
ମୋର ଜୀବନ ସମ୍ପତ୍ତି ଜ୍ଞାନଞ୍ଜନ ଜଗଜ୍ୟୋତିଧନ୍ୟ ଧନ୍ୟ ଯୀଶୁ ନିଖିଳ ପତି …. |୧| ମୋର ମୁକତି ପସରା ପ୍ରାଣପତି ଚିଉଚରାଧନ୍ୟ ଧନ୍ୟ ଯୀଶୁ ସନ୍ତାପ ହରା […]
ଆହେ ପ୍ରିୟବନ୍ଧୁପାରିକର ମୋତେ ଭବସିନ୍ଧୁ (ଘୋଷା) ମୋର ପାଇଁ ସ୍ଵର୍ଗ ତିଆଗିଲ ନରଦେହେ ମର୍ଭେ ଜନମିଲମୋର ପାପେ ବଳି କୁଶେ ହେଲ ଝୁଲିତାରିବାକୁ ମୋତେ ପାପ ଫାନ୍ଦୁ […]
ଆହା କି ସୁନ୍ଦର ମୁଖ ନିତ୍ୟ ନୂତନଯୀଶୁ ମୋର ଗଳାହାର ପ୍ରାଣରମୋ ଶାନ୍ତିଧାମ … (ଘୋଷା) ନୟନ ଅଞ୍ଜନ ହୃଦୟ ଚନ୍ଦନତାଙ୍କ ଲାଗି ଦିନା ରହିଛି ଜୀବନଯୀଶୁ […]