sansara e baridhire

ସଂସାର ଏ ବାରିଧରେଦଦରା ଆଶା ନଉକାରେଯାଇ ନ ପାରେ କୂଳରେପାରି କର ତବ କୃପାରେ… (ଘୋଷା) ମାଡ଼ି ଆସେ ଦୁଃଖ ବତାସ, ମନ ମୋର ହୁଏ ହତାଶକଳା […]

papo moro khyama diya hai

ପାପ ମୋର କ୍ଷମା ଦିଅ ହେ(ସେହି) ରକ୍ତରେ, ରକ୍ତରେଯୀଶୁଙ୍କ ରକ୍ତରେ…. ପାପ ସବୁ ଧୋଇ ଦିଅ ହେଶାନ୍ତି ଆନନ୍ଦ ଦିଅ ହେଜୟ ଦିଅ ଶୟତାନ ଉପରେସାହସ ଦିଅ […]

karunara sagara he jishu

କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନମହାନ ତୁମେ ଶାଶ୍ବତ ତୁମେ ଆଶିଷ ବୃଷ୍ଟି ଦିଅ ଏ ଜୀବନେ … (ଘୋଷା) ବାକ୍ୟ ରୂପି […]

krusha tale mote rakha

କୃଶ ତଳେ ମୋତେ ରଖ ମହାପ୍ରଭୁଭୂଜ ତଳେ ମୋତେ ରଖବିଶ୍ବ ତାପ ହରା କୃଶ ଛାଇ ତଳେଭୂଲିବି ସଂସାର ଦୁଃଖ (ଘୋଷା) ମୁଁ ଚିର କାଙ୍ଗାଳ ଭକତି […]

asara dipali jali

ଆଶାର ଦୀପାଳି ଜାଳି କରୁଅଛୁ ପଦେ ଅଳିଦିଅ ବାରେ ଡ଼େଣା ମେଲି ବାହୁତଳେ ତବ ଶାନ୍ତି … (ଘୋଷା) ଆଶ୍ରା ହୀନ ହୋଇ ରହିଛି ମୁହିଁତୁମ ବିନା […]

he moro mana soda

ହେ ମୋର ମନ ସଦା ଧନ୍ୟବାଦ କରହେ ମୋର ମନ ସଦାହେ ମୋର ଅନ୍ତର ଗାଅ ନିରନ୍ତର (୨ ଥର)ପବିତ୍ର ନାମରେ ସଦା ପ୍ରଭୁଙ୍କର … ହେ […]

moro ate bihita sadhibaku

ମୋର ଅଟେ ବିହିତ ସାଧୁବାକୁଧର୍ମ କର୍ମ ଯୀଶୁଙ୍କ ମତ (ଘୋଷା) ଯଦ୍ଦନରେ ଆପେ ସେହି ହୋଇ ଡୁବିତଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ … |୧| ଯେଉଁ […]

susamacharaku nei prati ganku

ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବାମଣ୍ଡଳୀ ଠିଆ ହେବ ସଫଳ ଆମେ ହେବାଏହି … ଏହି ଆମରି ଲକ୍ଷ୍ୟ (୨ଥର) (ଘୋଷା) ଆସିବ କେତେ ଝଡଝଞ୍ଜା ପଛକୁ […]

papinka nimante prabhu

ପାପୀଙ୍କ ନିମନ୍ତେ ପ୍ରଭୁ ସ୍ଵର୍ଗ ତେଜିଣମହୀମଣ୍ଡଳେ ଲଭିଲେ ଦୁଃଖ କଷଣ (ଘୋଷା) ସ୍ଵର୍ଗ ସୁଖ ତ୍ୟାଗ କରି, ନର ରୂପ ଦେହ ଧରିପ୍ରଭୁ ରାଜନ,ଜଗଜ୍ଜନ ପାଇଁ ଆସି […]

bolo dhanya bolo dhanya

ବୋଲ ଧନ୍ୟ ବୋଲ ଧନ୍ୟ ଯିହୋବାଙ୍କ ନାମ,ସେ ମହତ ନାମ,ବଂଚାଇଣ ଦେଖାଇଲେ ବରଷ ନୂତନ (ଘୋଷା) ଗତ ସନେ ବହୁଜନ, ପାପରେ ତେଜି ଜୀବନନରକେ କଲେ ଗମନ, […]