raja mananka raja jishu raja

ରାଜାମାନଙ୍କ ରାଜା ଯୀଶୁ ରାଜାଆମ ସଭିଙ୍କ ପ୍ରିୟ ଯୀଶୁ ରାଜାଜଗତର ପିତା ସୃଷ୍ଟି କରତା କର ତାଙ୍କର ପ୍ରଶଂସା … (ଘୋଷା) କେହି ଯେବେ ଯୀଶୁଙ୍କୁ ହୃଦେ […]

halleluyah halleluyah hosanna

ହାଲେଲୁୟା ହାଲେଲୁୟା ହୋଶାନାଯୀଶୁ ନାମେ ହେଉ ବନ୍ଦନାସେ ଯେ ମହାନ ସର୍ବ ଶକ୍ତିମାନଘେନ ତାଙ୍କ ନାମେ ନୂଆ ଜୀବନକରି ତାଙ୍କୁ ହୃଦେ ଜୟଗାନ … (ଘୋଷା) ଆସିଲେ […]

kara stuthi prasansa gano

କର ସ୍ତୁତି ପ୍ରଶଂସା ଗାନଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ… (ଘୋଷା) ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ,କରି ତାଙ୍କ ପ୍ରଶଂସା ଗାନ… |୧| ମହିମାରେ ପୂର୍ଣ୍ଣ […]

chakhyu kholidiya dekhibi

ଚକ୍ଷୁ ଖୋଲିଦିଅ ଦେଖିବି ତୁମରି ରୂପକଣ୍ ଖୋଲିଦିଅ ଶୁଣିବି ତୁମରି ଡାକଚିତ୍ତ ଖୋଲିଦିଅ ପ୍ରଭୁ ରଖିବି ପବିତ୍ର ବାକ୍ୟ… (ଘୋଷା) ମୋ ଚକ୍ଷୁ ପାପରେ ଲିପ୍ତ ହୋଇଛି।ଅନ୍ଧଠୁ […]

bhaba aranya re patha harayee

ଭବ ଅରଣ୍ୟରେ ପଥ ହରାଇ ବୁଲୁଛି ଏକା ମୁହିଁପାଉ ନାହିଁ ରାହା କିଏ ଦେବ ମୋତେ ପଥ ଦେଖାଇ… (ଘୋଷା) ଯାଏ ଯେଉଁଆଡେ ମୋ ନିଜ ଇଚ୍ଛାରେ […]

prathona srabana kari amo ପ୍ରାର୍ଥନା ଶ୍ରବଣକାରୀ, ଆମ ସଦାପ୍ରଭୁ ହେ ତୁମେ

ପ୍ରାର୍ଥନା ଶ୍ରବଣକାରୀ, ଆମ ସଦାପ୍ରଭୁ ହେ ତୁମେମାଗିଥାଉ ଯାହା, ବିଶ୍ବାସରେ ଆମେଦେଇଥାଅ ଯୀଶୁ ନାମେ… (ଘୋଷା) ମୋଶା, ଯିହୋଶୁୟ, ଦାଉଦ, ଏଲିୟ, ନିହିମିୟା, ଶାମୁୟେଲଡାକିଲେ ତୁମରେ ଏକାନ୍ତ […]

asa jiba jisunkara paso

ଆସ ଯିବା ଯୀଶୁଙ୍କର ପାଶଆମେ ଅଟୁ ଯୀଶୁଙ୍କର ମେଷମୁଖେ ଭରି ଦେବେ ସେ ହରଷ… (ଘୋଷା) ଆନନ୍ଦ ହରଷ ପ୍ରିୟ ଯୀଶୁ ପାଶନ ଥୁବ ଆଉ ସେ […]

chaha chaha bandhu thare se

ଚାହାଁ ଚାହାଁ ବନ୍ଧୁ ଥରେ ସେକାଲବରୀ କୁଶ ପ୍ରତି ଝଟତି,ଚାହିଦେଲେ ହୃଦ ଦୟ ଭାଙ୍ଗୁଛି ତରଳିଯାଏ ଚମକି ଛାତି … (ଘୋଷା) ନିର୍ବୋଷୀ ନିଷ୍ଠାପୀ, ହୋଇଣ ବଂଧୁ […]

asa asa sarbe ame gita gayiba

ଆସ ଆସ ସର୍ବେ ଆମେ ଗୀତ ଗାଇବା (୨ ଥର)ସେ ତ ପ୍ରଭୁଦୟା, କ୍ଷମା, ଶାନ୍ତି, ପ୍ରେମ ଶିଖାଇ ଅଛନ୍ତି । (ଘୋଷା) ରାଜାମାନଙ୍କର ରାଜା ପ୍ରଭୁ […]