mana paribartana kara
ମନ ପରିବର୍ତ୍ତନ କର, ଆଜି ପାପରୁ ଫେର … (ଘୋଷା) ଆସୁଛି ଦିନ ପ୍ରଭୁଙ୍କ ଆଗମନ କରିଣ ଶବ୍ଦ ଜାଣକ୍ରୋଧର ଦିନ କ୍ଲେଶର ଦିନ ଅତି ଭୟଙ୍କର […]
ମନ ପରିବର୍ତ୍ତନ କର, ଆଜି ପାପରୁ ଫେର … (ଘୋଷା) ଆସୁଛି ଦିନ ପ୍ରଭୁଙ୍କ ଆଗମନ କରିଣ ଶବ୍ଦ ଜାଣକ୍ରୋଧର ଦିନ କ୍ଲେଶର ଦିନ ଅତି ଭୟଙ୍କର […]
ପାପେ ଭରା ଅନ୍ଧ ମୁଁ ଯେ ଆଶ୍ରାହୀନ ଜଗତେପାପ ମୋର ଧୋଇଦିଅ ତୁମ କୁଶ ରକତେ (ଘୋଷା) ପାପିନୀର ଅଶ୍ରୁ ଜଳେ ତୁମର ଧୋଇଦେଲା ପବିତ୍ର ଶ୍ରୀପୟରଶାନ୍ତି […]
ପ୍ରଭୁ କରୁଣାରେ ଆଶ୍ରୟ କରିତାଙ୍କ ବିଧୂ ସବୁ ହୃଦେ ଆଚରିଲକ୍ଷ୍ୟ ରଖି ପଦ ଚିହ୍ନ ଯିବି ମୁଁ ଅନୁସରି (ଘୋଷା) ଏହି ଜଗତ ଦେବ ନାହିଁ ତ, […]
ଆହେ ପ୍ରଭୁ ତୁମ କରୁଣାରେ ମୋତେ ଦୟାକରତୁମ କୃପା ବାହୁଲ୍ୟାନୁସାରେଅଧର୍ମ ମାର୍ଜନା କର ||o||ମୋ ଅପରାଧର ପ୍ରକ୍ଷାଳନ କରମୋତେ ପାପୁ ଶୁଚି କର । ଆହେ ପ୍ରଭୁ […]
ଦୟାର ସାଗର ପ୍ରଭୁ ମୋ ଯୀଶୁ ଧନକାଲବରୀ କୁଶ ପରେ ଦେଲ ଜୀବନ (ଘୋଷା) ପୃଷ୍ଠ ପରେ ଦେଖି ତାଙ୍କ କୋରଡ଼ାର ମାଡଝରିପଡେ ସର୍ବାଙ୍ଗରୁ ରକତର ଧାରକାଣେ […]
ଏଇ ଜୀବନରେ ପ୍ରଭୁ ହେବି ଏକା ତୁମରତୁମ ଗଉରବ ପାଇଁଯେହ୍ନେ ହେବି ମୁହିଁ ସଦା ବ୍ୟବହାର … (ଘୋଷା) କ୍ଷଣିକ ଏହି ଜଗତ ମୋହ ମାୟାରେ ପୂରିତଟାଣେ […]
କେହି ନାହିଁ ମୋର ଜଗତେ ନିଜରଆଶ୍ରା ନେବି ମୁଁ କାହାରଏ ମାୟା ସଂସାର ସବୁ ହି ଅସାରଦିନେ ହେବ ନାରଖାର (ଘୋଷା) ଅସାର ଜଗତେ ଚାଲିବି କେମନ୍ତେବଳ […]
ଧନ୍ୟବାଦ ଦିଅ ରାଜା ଯୀଶୁଙ୍କରକରିଛନ୍ତି ଯୀଶୁ ପାପୁ ପରିତ୍ରାଣ ଦେଇ ନିଜର ପ୍ରାଣଦୟାର ସାଗର, ପ୍ରେମେ ପରିପୂର୍ଣ୍ଣସ୍ନେହଶୀଳ କୃପାମୟ (ଘୋଷା) ଥିଲୁ ନିରୁପାୟ, ନଥିଲା ଉପାୟନଥୁଲା ଭରସା […]
ମୁଁ କାହାର ନୁହେଁ, ମୁଁ ଯୀଶୁଙ୍କରସେ ରକ୍ତରେ ମୋତେ କିଣିଛନ୍ତିସେ ମୋ ପାପ ପାଇଁ ଜୀବନ ଦେଇଛନ୍ତି (ଘୋଷା) ସେ ବାଗଦାନ ମୋତେ କରିଛନ୍ତିପବିତ୍ର ଆମ୍ବା ବଇନା […]
ଏଇ ଜୀବନର ଆକାଶେ ଦିନେସଂଧ୍ୟା ଆସିବ ନଇଁ ନଇଁ … (୨ ଥର)ବଂଧୁ ତୁମେ କି ପ୍ରସ୍ତୁତ ଥିବାସେହି ମହାଯାତ୍ରା ପାଇଁ ?… (ଘୋଷା) କୁହ ଯାତ୍ରା […]