prabhu basichi he pada tale
ପ୍ରଭୋ ବସିଛି ହେ ପଦ ତଳେ,ତୁମ୍ଭ ବାଣୀ ମୁଁ ନଶୁଣି ଯିବି ନାହିଁ କାହିଁ ଭଲେ (ଘୋଷା) ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,ବସିଛି […]
ପ୍ରଭୋ ବସିଛି ହେ ପଦ ତଳେ,ତୁମ୍ଭ ବାଣୀ ମୁଁ ନଶୁଣି ଯିବି ନାହିଁ କାହିଁ ଭଲେ (ଘୋଷା) ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,ବସିଛି […]
ତୁମ୍ଭଠାରେ ପ୍ରଭୁ ନେଲି ଶରଣ (ଘୋଷା) ଅଜ୍ଞାନ ଅଧମକୁ ତୁମ୍ଭ ପଥେ ଯିବାକୁଧର୍ମ-ଦୀପ୍ତି ପ୍ରଭୁ ହେ କର ଦାନ… |୧| ବଳ ନାହିଁ ମୋହର,ଶତୁ ପୁଣି ଅପାରସ୍ଵର୍ଗୀୟ […]
ଦୁଃଖ ନାଶନ ହେ, ସୁଖ ଦିଅ ମୋର ମନେ,ବେଳକୁ ବେଳ ତ ପ୍ରବଳି ଉଠଇଦୁଃଖ ତରଙ୍ଗ ଯେସନେ । (ଘୋଷା) ଦୁଃଖର ସଂସାରେ ମାନବ ଶରୀରେସଙ୍ଗେ ସଙ୍ଗେ […]
ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବି,ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । (ଘୋଷା) ଯୀଶୁ ମୋର ସୃଷ୍ଟି କର୍ତ୍ତା,ମୋ ଆତ୍ମାର ସେ […]
ପ୍ରତି କଣଠୁ ଝରିପଡେ ତୁମ ଜୟ ଗୀତତୁମ ନାମେ ଶତଜାନୁ ହୁଏ ପୁଣି ନତ… (ଘୋଷା) ରାଜାରାଜନ ତୁମେ ପତିତପାବନଏ ଜଗତେ ପଥ ସତ୍ୟ ତୁମେ ହିଁ […]
ନାହିଁ ସମୟ କାଳ ଦିନପାଖେଇ ଆସିଲା ପ୍ରଭୁଙ୍କ ଆଗମନପାପଠାରୁ ରହି ଭିନ୍ନ ହୋ….. ପାଇ ଆମେ ପରିତ୍ରାଣଯୀଶୁଙ୍କୁ ଦେବାରେ ମନରେ… (ଘୋଷା) ଛାଡ଼ିଯିବା ଆମେ ମରତପୁରସ୍ଵର୍ଗ ହେବ […]
ମଧୁର ସେ ଯୀଶୁ ନାମ ନିତି ଗାଉଥାସେ ପ୍ରେମର ସିନ୍ଧୁ ତୋର ବଂଧୁସେହି ପାଳକ ପିତା… (ଘୋଷା) ପ୍ରେମିକ ଯେ ସଦା ପ୍ରଭୁଚଲା ପଥ ସେ ଚାଳକସୁରକ୍ଷାର […]
ପାପୀ ମରିଯାରେ କୁଶ ପରେ ମୁହଁ ମୁହିଁ ବୋଲି ବଜାନାହିଁ ଆଉ ଫମ୍ପା ଢୋଲ ତୁ ବୃଥାରେ… (ଘୋଷା) ଅସଂଖ୍ୟ ପରଜା କଲେ ଯାର ପୂଜାନାହିଁ ସେ […]
ଗାଅ ଜୟଗାନ, କର ଜୟଗାନପ୍ରିୟତମ ଯୀଶୁ ନାମଯୀଶୁ ହିଁ ମୁକ୍ତି, ଯୀଶୁ ହିଁ ଶାନ୍ତିଯୀଶୁ ଅନନ୍ତ ଜୀବନ… (ଘୋଷା) ଆସିବ ଦୁଃଖ ନିନ୍ଦା ତାଡନାନକର ମୁଖ ମଳିନତୋ […]
ହେ ପଥ ସତ୍ୟ ଜୀବନ ହେ ଯୀଶୁ ତୁମେ ଦୟାବାନମୋର ପାପ ପାଇଁ କେତେ ଦୁଃଖ ସହି (ଘୋଷା) କେତେ ଦୟା ବହି ରକତ ଝରାଇମୋର ମୁକ୍ତି […]