kalabori dake bare tu କାଲବରୀ ଡାକେ ବାରେ ତୁ

କାଲବରୀ ଡାକେ ବାରେ ତୁ ଫେରିଆ ଫେରିଆଛକି କାଠକୁ ପାପୀ ମନ ଚାହିଁ ଯା (ଦେଖି ଯା)ତୋର୍ ପାପ ପାଇଁ କୁଶରେ ଝୁଲୁଛି ତ୍ରାଣକର୍ତ୍ତା… (ଘୋଷା) ରାଜାମାନଙ୍କ […]

jishu tuma pase amo

ଯୀଶୁ ତୁମ ପାଶେ ଆମ ଆଜି ଏହି ନିବେଦନଚାହୁଁନା, ଯା’ ତୁମେ ଚାହିବୁନି ଆମେଚାହିଁବୁନି କଦାଚନ… (ଘୋଷା) ଅଟଳ ବିଶ୍ବାସ ପ୍ରଭୁ ଥାଉ ତୁମ ଠାରେଧାର୍ମିକତା ଈଶ୍ବର […]

mu tumari choto mesha

ମୁଁ ତୁମରି ଛୋଟ ମେଷ ତୁମେ ମୋ ପାଳକ ( ୨ ଥର)କଢ଼ାଅ ହେ ସତ୍ୟ ପଥେହୋଇ ମୋ ଚାଳକ… ଲା… ଲା… (ଘୋଷା) ଜାଣ ତୁମେ […]

chalapatha dhare prabhu

ଚଲାପଥ ଧାରେ ପ୍ରଭୁ ତୁମେ ସାଥୀ ହେବତୁମେ ମୋତେ ଜୀବନର ପଥ ଦେଖାଇବ (ଘୋଷା) ପାପ ଅନ୍ଧକାରେ ଭରିଛି ଦୁନିଆ, ସବୁରେ ବିପଦ ଭୟଡରିବିନି ପ୍ରଭୁ ଚାଲୁଛି […]

mo papara khyama pain

ମୋ ପାପର କ୍ଷମା ପାଇଁ ଯୀଶୁଙ୍କୁ ମୁଁ ପାଇଛି।ଯେତେ ମୋର ପାପ ଦାଗ ତାଙ୍କ ରକ୍ତ ଧୋଇଛି… (ଘୋଷା) ଗୋଟି ଗୋଟି ପାପ ମୋର ହେଲା ପରବତ […]

stuti bandana puja aradhana

ସ୍ତୁତି ବନ୍ଦନା ପୂଜା ଆରାଧନା ପାଇବାକୁ ଯୋଗ୍ୟ ତୁମେହେ ଯୀଶୁ ଈଶ ଜୟ ଯୁବା ମେଷସଦା ଜୟ ତୁମ ନାମେ… (ଘୋଷା) ତୁମେ ହେ ପ୍ରଭୁ ଅନାଦି […]

jaya jaya jishu jaya

ଜୟ ଜୟ ଯୀଶୁ ଜୟ ଜୟ ଜୟ ମୃତ୍ୟୁଞ୍ଜୟଜୟ ପିତା ପୁତ୍ର ଜୟ ଜୟଜୟ ପବିତ୍ରାପା ଜୟ ଜୟ (ଘୋଷା) ବିଶ୍ଵସ୍ରଷ୍ଟା ପିତା ପରମେଶ୍ବରମଙ୍ଗଳମୟ ପ୍ରେମ ପାରାବାରନିତ୍ୟ […]

prabhunkara prasangsa gita

ପ୍ରଭୁଙ୍କର ପ୍ରଶଂସା ଗୀତି, ଆମେ ଯିବା ଗାଇ,ଅନ୍ତରେ ସର୍ବେ କୁଶୀୟ ପ୍ରେମ ଭାବ ନେଇ… (ଘୋଷା) ମହିମା ଗୌରବ ପ୍ରଭୁଙ୍କର,ଧନ୍ୟବାଦ ସ୍ତୁତି କରି ନିରନ୍ତରପବିତ୍ରତା ସୌନ୍ଦର୍ଯ୍ୟରେ ଭଳିବା […]

dekhini se rupa kebe

ଦେଖିନି ସେ ରୂପ କେବେ ପାଇଛି ଅନୁଭବେଅଦେଖା ହୋଇ ଅବିରତ ଅଛନ୍ତି ମୋ ସାଥେ… (ଘୋଷା) ହେଲେ ଅନ୍ତର ନିମିଷେ ଯଦି ଭଲ ଲାଗେନାଶୂନ୍ୟ ଏ ବିଧୁର […]

kete je ucha kete gabhira

କେତେ ଯେ ଉଚ୍ଚ କେତେ ଗଭୀରବୋଧର ଅଗମ୍ୟ ପ୍ରେମଯୀଶୁଙ୍କ ପ୍ରେମ କେଡେ ଅସୀମ ଚିରନ୍ତନ ଅନୁପମ… (ଘୋଷା) ପାତକୀର ପାଇଁ କିଏ ପାରେ ଦେଇ ଅକାତରେ ନିଜ […]