he santi maya jishu sundara
ହେ ଶାନ୍ତିମୟ ଯୀଶୁ ସୁନ୍ଦରଦିଅ ପ୍ରତି ପ୍ରାଣେ ଚିର ଶାନ୍ତି ତୁମର… (ଘୋଷା) ତୁମେ କହିଗଲ ହେ ପାପୀ ମାନବେନିଜ ଶାନ୍ତି ଦାନ କରୁଅଛି ମୁଁ ଯେଜଗତର […]
ହେ ଶାନ୍ତିମୟ ଯୀଶୁ ସୁନ୍ଦରଦିଅ ପ୍ରତି ପ୍ରାଣେ ଚିର ଶାନ୍ତି ତୁମର… (ଘୋଷା) ତୁମେ କହିଗଲ ହେ ପାପୀ ମାନବେନିଜ ଶାନ୍ତି ଦାନ କରୁଅଛି ମୁଁ ଯେଜଗତର […]
ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇପାରେ… (ଘୋଷା) ଜଗତରେ କେହି ନାହିଁ ଦେବା ପାଇଁ ଶାନ୍ତିତାଙ୍କ ବିନା ନାହିଁ […]
ହାଲିଲୁୟା ଗାଅ ହେ ସର୍ବେ, ଗାଅ ହେ ହୋଶାନ୍ତାଜୟ ଗୀତ ଗାଇ ଗାଇ, କର ହେ ବନ୍ଦନା … (ଘୋଷା) ବିଶ୍ଵ ଜନ ମନ ପ୍ରାଣେ, କରିଦେବୁ […]
ପ୍ରଭୁ ହେ ପ୍ରଭୁ ହେ କରେ ମିନତି, ମୋ ପ୍ରତି ସୁଦୟା ରହୁଯୀଶୁଙ୍କୁ ହୃଦୟେ ଧରି ମୋର ପ୍ରାଣପଛେ ଚାଲିଯାଉ… (ଘୋଷା) ସେ ନାମ ଗାଆନ୍ତି ସ୍ୱର୍ଗ […]
ବନ୍ଦନା ଘେନ… ବନ୍ଦନା ଘେନଭକତି ଭରେ ପ୍ରଣମୁଛୁ ।ଥୋଇ ହୃଦପଦ୍ମ…ହେ ପ୍ରିୟତମ (ଘୋଷା) ଅନ୍ଧକାର ଘେରା ବିଶ୍ୱେଆଜି ଝଲକେ ଆଲୋକଧାରାଭରି ଯାଉଛି ମଧୁର ଝଙ୍କାରସ୍ବର୍ଗବାହିନୀ ସୁରେ…ପୁରେ ଗଗନ… […]
ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେଯେଡ଼େ ପାପୀ ହିଁ ଡୁବିଲେ ତା’ କଳଙ୍କ ନାଶେ… |ଘୋଷା| ମୋର ବିଶ୍ୱାସ କୁଶରେ, କଲେ ରକ୍ତ ଦାନମୋ ପରା ପାତକୀ […]
ଈଶ୍ଵର ମୋର ଆଶ୍ରୟ ନିକଟ ସହାୟନିର୍ଭୟ ମୋ ତାଙ୍କ ବଳେ ନାହିଁ ଆଉ ଭୟ …(ଘୋଷା) ଦକ୍ଷିଣପାର୍ଶ୍ଵ ଛାୟା ସେ ଯେ ଜୀବନ ସାଥୀ ପ୍ରେମିକଅଶେଷ ତାଙ୍କ […]
ଗାଅ ସରବେ ଯୀଶୁ ନାମେ ହୋଶାନ୍ତା ଜୟଗାନଧନ୍ୟବାଦ ପ୍ରଶଂସାରେ ତୋଳି ତାଙ୍କରି ନାମ…(ଘୋଷା) ପ୍ରେମଭରା ତାଙ୍କ ପରଶ, ଆଣିଦେବ ମନେ ହରଷପରମ ପିତା ଯୀଶୁ ଆମ, ଭରିଦେବେ […]
ଝରିଗଲା ରୁଧୁର ମୋର ପାପ ପାଇଁରେସେହି କାଲବରୀ ଚୂଳେ ଝରିଲା ରକତ କେତେରୁର କେତେ… (ଘୋଷା) ନିରବ ମେଷ ପରି ଗଲ ତୁମେ ସବୁ ସହିକାନ୍ଧ କୁଶ […]
କୁଶ ପରେ ରକ୍ତଧାର ବହିଯାଏ ।ଯେଉଁ ରନ୍ତେ ପାତକୀ ଆଜି ମୁକ୍ତି ପାଏ। (ଘୋଷା) ମୁକ୍ତି ପଥ ହରା ହୋଇ ସକଳେଶାନ୍ତି ନାହିଁ ସଭିଙ୍କର ହୃଦୟପାପ ସ୍ରୋତେ […]