mane ki bhabicha bhai
ମନେ କି ଭାବିଛି ଭାଇ ବିନା ଯୁଦ୍ଧ ସ୍ଵର୍ଗ ଯିବ ?ଅକ୍ଷୟ ମୁକୁଟ ତୁମେ ବିନା ଛେଶେ ପ୍ରାପ୍ତ ହେବ ?ଯିବା ପାଇଁ ସ୍ଵର୍ଗପୁରୀ ନାହିଁ କି […]
ମନେ କି ଭାବିଛି ଭାଇ ବିନା ଯୁଦ୍ଧ ସ୍ଵର୍ଗ ଯିବ ?ଅକ୍ଷୟ ମୁକୁଟ ତୁମେ ବିନା ଛେଶେ ପ୍ରାପ୍ତ ହେବ ?ଯିବା ପାଇଁ ସ୍ଵର୍ଗପୁରୀ ନାହିଁ କି […]
ମୁଁ ଅଟେ ପ୍ରିୟ ଯୀଶୁଙ୍କର ମୁଁ ଚିର ତାଙ୍କରତାଙ୍କ ରକତେ କିଣି ମୋତେ କଲେ ସେ ନିଜରହାଲିଲୁୟା ହୋଶାନ୍ତାଜୟ ପ୍ରଭୁ ଯୀଶୁଙ୍କର (ଘୋଷା) ମୁଁ ଅଟେ ତାଙ୍କର […]
କେଡେ ଅପରାଧ କଲି ଆଜ୍ଞା ଇଂଘିଲି,କାଳ କବଳାୟତ ହୋଇଲି (ଘୋଷା) ଧର୍ମଦ୍ରୋହୀ ହୋଇଲି, ପାପ ରଙ୍ଗ ମଜିଲି,କାମ, କ୍ରୋଧ, ଲୋଭ, ମୋହ, ମନ୍ଦାନ୍ଧ ହେଲି,ସପନକୁ ତ ସତ୍ୟ […]
ତାକୁ ଭୁଲିଲୁ କିରେତୋ ପାଇଁ ଯାହାର ନେତୁ ଲୋତକ ଝରେ ତୋ ଚିନ୍ତାରେ ହୋଇ ଭାରି ସରଗ ସୁଖ ବିସୋରୀ,ଦେଇଛି ରକତ ଢ଼ାଳି ପ୍ରେମେ କୁଶରେ |୧| […]
ବଢାଅ ବଢାଅ ଯୀଶୁ ତୁମ୍ଭ ପ୍ରତି ପ୍ରେମ ଭକ୍ତି,ଏହି ଭିକ୍ଷା ଶ୍ରୀଚରଣେ ନାହିଁ ଆଉ ଅନ୍ୟ ଗତି (ଘୋଷା) ପାର୍ଥିବ ବସ୍ତୁରେ ନାନା ପ୍ରଚୁର ଥୁଲା ବାସନା,ଯାଇଛି […]
ଯୀଶୁ ତୁମକୁ ଚାହେଁ ମୋ ଜୀବନ ଦେଖାଏ,ତବ ଆମା ପୂଣ୍ଠଦାନ, କରି ମୋତେ ପ୍ରଦାନ (ଘୋଷା) ଆଉ ଚାହେଁ ତୁମରେ ହି, ଚାହେଁ ତୁମରେ,ଆହୁରି ହୃଦେ ଚାହେଁ […]
କେଡ଼େ ପ୍ରେମ କଲ ଯୀଶୁ ହେ ସୁନ୍ଦରଛାର ପାପୀର ନିମିତ୍ତେ ତୁମ ପରାଣ ଦେଲ (ଘୋଷା) ଛକି କାଠେ ଚଢ଼ିଲ ବର୍ଦ୍ଧାଘାତ ପାଇଲ,କାଖତକୁ ବହିଲା ଧାର ଧାର […]
ତବ ପ୍ରେମ ଦେଖି ହେ ଯୀଶୁ ହେଲି ମୁଁ ହତ ଜ୍ଞାନତୁମେ ପ୍ରାଣ ଦେଇ ନାଥପ୍ରାଣ କିଣିଛ ମୋ ପ୍ରାଣର ପ୍ରାଣ… (ଘୋଷା) ଆହା, କି ଯାତନାରେ […]
ହେ ପ୍ରଭୁ ପ୍ରେମମୟତୁମରି କୃପା କରୁ ଆମରି, ଜୀବନ ମଧୁମୟ .. (ଘୋଷା) ଦେଇଛୁ ଦିନ ବିତାଇ ଯେତେ ପାପ କାଳିମା ନେଇ,ରଖିଲୁ ତୁମ ଶ୍ରୀପାଦ ପଦ୍ମେ, […]
ଯୀଶୁ ତୋ ଜୀବନ ଝର ଦିଅନ୍ତି ଆଶିଷ ବରଜୀବନର ପଥେ ଚାଲ ହେ ପଥିକ,ଯୀଶୁ ଚରଣେ ନିଅ ଶରଣ… (ଘୋଷା) କୁଶ ତୋ ସାଥ ଆଉ କୁଶ […]