jishu tumo premo kede mohano

ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେଆକାଶ, ତାରା, ପର୍ବତ, ସମୁଦ୍ର ସବୁଠୁ ମହାନ୍ ହେ (ଘୋଷା) ଅପାର ଆନନ୍ଦରେ ହୃଦୟ ଭରିଯାଏପ୍ରଭୁଙ୍କର କାର୍ଯ୍ୟ କେଡେ ମହାନ୍ […]

mo jibana aakara he

ମୋ ଜୀବନ ଆକର ହେ ପ୍ରଭୁତୁମେ ମୋ ଜୀବନ ଆକର (ଘୋଷା) ହାତ ମୋର ଧରି ଚଳାଅ ହେ ନାଥଆଲୋକିତ ହେଉ ମୋର ଚଲାପଥାଅନ୍ଧାରେ ଜ୍ୟୋତି ମୋର […]

ki ananda mo manare

କି ଆନନ୍ଦ । କି ଆନନ୍ଦ । ମୋ ମନରେଯେବେ ଯୀଶୁ ମୋତେ ଧରିଲେ ବକ୍ଷରେଥିଲି ଏକ ହଜା ମେଷ ଅନ୍ଧାରେଖୋଜି ଖୋଜି ମୋତେ ପାଇଲେ ଶେଷରେ […]

chau dige dekho aaji moru

ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତରଶୁଣ ସେ ଡାକରା ଫିଟାଅ ପସରାବିତର ଆଜି ତାହାଙ୍କ ବାଣୀ କୁଶର (ଘୋଷା) ତୁମ ବିନା ନାହିଁ କେହି ଆଉ ଦେଖାଇବ […]

kaloborira se je asimo premo

କାଲବରୀର ସେ ଯେ ଅସୀମ ପ୍ରେମଭୁଲିପାରୁ ନାହିଁ ମୋର ଯୀଶୁ ରାଜନସେହି ରକତ ଝରେ ଅନ୍ତରେ ମୋରଜାଣି ତ ନଥୁଲି ପ୍ରଭୁ ଯୀଶୁ ସୁନ୍ଦର (ଘୋଷା) ପାପରେ […]

aakasha chanda tara

ଆକାଶ, ଚାନ୍ଦ, ତାରା ଜଳ ସ୍ଥଳ ସୃଷ୍ଟି ସାରାତୁମରି ମହିମା ଗାଏ ପ୍ରଭୁ, ତୁମରି ମହିମା ଗାଏତୁମେ ତ ବିଶ୍ବପତି, ସବୁ ତ ତୁମ ସଂପତ୍ତିସକଳ ମାନବ […]

jishu uttama, jishu uttama

ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ ଉତ୍ତମ,ମୋ ପାଇଁ (ଘୋଷା)ଯୀଶୁ ଆସିଲେ ( ୩ ଥର) ସ୍ଵର୍ଗରୁ ମୋ ପାଇଁ … |୧|ଯୀଶୁ ମରିଲେ ( ୩ […]

jeu dina dekhili se chabi

ଯେଉଁ ଦିନ ଦେଖିଲି ସେ ଛବିକାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ (ଘୋଷା) କହିଲି ଯୀଶୁ ହେ ତୁମ ଦେହେ କିମ୍ପା ବେଦନାର କଷାଘାତ ।କହିଲେ […]

jishu tuma premo smari

ଯୀଶୁ ତୁମ ପ୍ରେମ ସ୍ମରି ବନ୍ଦନାକରୁଛୁ ପୁଣ୍ୟ ଚରଣେ (ଘୋଷା) ଉଚ୍ଚାରିଲେ ସେହି ପ୍ରିୟ ମଧୁ ନାମଯାଏ ଦୂରେ ଦୁଃଖ ଯାତନାଦେଖୁଲେ ତୁମ ସୁଖ ଅନୁପମ,କେବେ ତାହା […]

kalaborira krusha upore jhuluchi

କାଲବରୀର କୁଶ ଉପରେ ଝୁଲୁଛି ତାଙ୍କ ଶରୀରଆମରି ପାଇଁ ଯାଉଛି ଝରି ତାଙ୍କ ରୁଧୁର … (ଘୋଷା) ଆସରେ ଆସ ପାପୀ ମାନବେ ଯୀଶୁଙ୍କ ଚରଣେଘୁଚିବ ତୁମ […]