he prabhu jishu karunamaya
ହେ ପ୍ରଭୁ (ଯୀଶୁ) କରୁଣାମୟ ସତ୍ୟ ପଥେ ନିଅ ହେଯେ? କେହି ଯାଏ ଅସତ୍ୟ ପଥେଭବସାଗରେ ମରେ ହେ (ଘୋଷା) ତୁମେ କରିଛି ନର ସୃଜନ,କରିବାକୁ ତୁମ […]
ହେ ପ୍ରଭୁ (ଯୀଶୁ) କରୁଣାମୟ ସତ୍ୟ ପଥେ ନିଅ ହେଯେ? କେହି ଯାଏ ଅସତ୍ୟ ପଥେଭବସାଗରେ ମରେ ହେ (ଘୋଷା) ତୁମେ କରିଛି ନର ସୃଜନ,କରିବାକୁ ତୁମ […]
ବେଦନା ଗ୍ରସ୍ତ ପ୍ରଭୁ ତୁମେପ୍ରଣତି ଅଞ୍ଜଳି ଢ଼ାଳୁଛି ତୁମ ଚରଣେ (ଘୋଷା)ସ୍ନେହଶୀଳ ଦୟାମୟ, କ୍ରୋଧରେ ଧୀର ମଙ୍ଗଳମୟ [୧ ||ପ୍ରେମମୟ ସତ୍ୟ ଜୀବିତ,ସେହି ବାକ୍ୟ ହେଲା ଦେହବନ୍ତ […]
ଶୁଣ ରେ ଶୁଣ ମହା ପ୍ରେମ କାହାଣୀମନରୁ ତାହା କେବେ ଭୁଲି ହୁଏନିଶିଶୁ ସେ ସୁକୋମଳ, ଶାନ୍ତି ଅବତାରସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ… (ଘୋଷା) […]
ପ୍ରଭୁଙ୍କୁ ଦେଖିଲେ ଥରେ ଆଉତ ନ ଛାଡ଼ିବିରେ (ଘୋଷା)ପ୍ରେମ ବିମୋହିତ ଡାଳେ, ଅନାଇ ରହିବି ଭୋଳେଭାଷି ଭକ୍ତି ଅଶ୍ରୁ ଜଳେ, ପଦ ତଳେ ପଡିବିରେ ।… |୧|କହିବି […]
କେତେ ଥର ପ୍ରଭୁ ଦେବି କ୍ଷମାବାର ବାର ତୁମେ କ୍ଷମା ତ ଦେଇଛିତଥାପି କରୁଛି ପାପ ଜମା … (ଘୋଷା) ଆଉ ମୁଁ ଚାହେଁନା କ୍ଷମା ପାଇବାକୁକ୍ଷମା […]
ହାୟ ! ମୋର ପାପ ପାଇଁରେ ପ୍ରଭୁ ଯୀଶୁ ମଲେ କୃଶରେମୋ ପାପର ଦଣ୍ଡ ସହି କ୍ଷତ ବିକ୍ଷତ ସେ ହୋଇହୋଇଲେ ଚୂର୍ଣ ଶରୀରେତାହାଙ୍କ ଶାସ୍ତି ଭୋଗରେ […]
ଆହେ ଆମର ପିତା ସ୍ଵର୍ଗର, କରୁ ତୁମରି ନାମେ ପ୍ରଶଂସାତୁମେ ପବିତ୍ର କେଡ଼େ ମହାନ୍କରୁ ତୁମରିଠାରେ ଭରସା (ଘୋଷା) ହେଉ ସାତ ଇଚ୍ଛା ତୁମର, ଆମରି ଧରା […]
ହାଲେଲୁୟା … ହାଲେଲୁୟାହାଲେଲୁୟା … ହାଲେଲୁୟା .. (ଘୋଷା) ଗାଅ ସର୍ବେ ସାଧୁଗଣ ଉଚ୍ଚ ସ୍ବରରେଆସୁଛନ୍ତି ଯୀଶୁରାଜା ମଧ୍ୟାକାଶରେତୁରୀ ବାଦ୍ୟ ହେବ ବର ଖୋଲିବାଖ୍ରୀଷ୍ଟାବ୍ରିତେ ଉଠିବେ , […]
ପ୍ରଚାରିବୁ ତୁମ ପ୍ରେମ ପଥେ ପଥେ ଯାଇବିତାଇବୁ ଏ ଜୀବନ ତୁମ ଗୀତି ଗାଇ ଗାଇତୁମ ଗୀତି ଗାଇ ଗାଇ (ଘୋଷା) ସାଧୁବାକୁ ପରିତ୍ରାଣ ସ୍ଵର୍ଗପୁର ତେଜିଲପାପ […]
ହେ ଯୀଶୁ ତୁମ ପ୍ରେମ ମୁଁ ପାଶୋରିବି କି ? (ଘୋଷା)ପ୍ରକାଶି ଅସୀମ ପ୍ରେମ ତେଜିଲ ସ୍ଵର୍ଗ ଭୂବନସେ ପ୍ରେମ ଉପମା କାହୁଁ ମୁଁ ପାଇବି କି […]