pabitra moha prabhu hai
ପବିତ୍ର ମହାପ୍ରଭୁ ହେ ଶ୍ରୀଚରଣେ ଆସିଅଛି ମୁଁହୃଦୟକୁ ଶୂନ୍ୟ କରୁଛି ଆଶିଷରେ ଭରିଦେବ କି ? (ଘୋଷା) ପାପ ପକେ ପଡ଼ିଥିଲି ମୁଁ ଦିନେ,ପ୍ରେମେ ଅବତରିଲଯୀଶୁ ରାଜନକୁଶେ […]
ପବିତ୍ର ମହାପ୍ରଭୁ ହେ ଶ୍ରୀଚରଣେ ଆସିଅଛି ମୁଁହୃଦୟକୁ ଶୂନ୍ୟ କରୁଛି ଆଶିଷରେ ଭରିଦେବ କି ? (ଘୋଷା) ପାପ ପକେ ପଡ଼ିଥିଲି ମୁଁ ଦିନେ,ପ୍ରେମେ ଅବତରିଲଯୀଶୁ ରାଜନକୁଶେ […]
ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମଜାଣିଛି ବୁଝିଛି ମୁଁ ତ, ତୁମେ ଦୟାମୟ (ଘୋଷା) ନାମ ବହିଅଛି ତୁମେ ଦୁଃଖହରା ବୋଲିମୋ ଦୁଃଖ ହରି […]
ଭୁଜ ତଳେ ମୋତେ ରଖ ମହାପ୍ରଭୁ,ବାହୁ ତଳେ ମୋତେ ରଖାତବ ପବିତ୍ର ଭୁଜ ବିସ୍ତାରି ଦେଲେ,ଛାର କି କରିବ ସେ ଦୁଃଖ (ଘୋଷା) ଦୁଃଖିନୀର ସାଥୀ ଅଧମର […]
ଜୟ ହାଲିଲୁୟା ଜୟ ଜୟ ବୋଲ ହେଯୀଶୁ ନାମ ଗାଇ ଚାଲ ଧରି ମୁକ୍ତିର ମଶାଲ (ଆଜି) (ଘୋଷା) ସର୍ବ ଶକ୍ତିମାନ ମହା ବିକ୍ରମୀ ରାଜାଗୌରବ ପ୍ରତାପେ […]
ଜାଗ ତାଗ ସୁପ୍ତ ପ୍ରାଣ ଆଜି ଜାଗରେଦେଖ ଯୀଶୁଖ୍ରୀଷ୍ଟ ଆସିବାର ବେଳ ହୋଇଗଲା ରେ.. (ଘୋଷା) ଡାକେ ପରିତ୍ରାଣର ବେଳା,ଏ ଶୁଭ ସମୟ ଆଉ ନକରିହେଳାକରି ଅନୁତାପ, […]
ବଡ ସଙ୍କଟର ଦିନ ଆସିବ ଦିନ ଆସିବାତେବେ କେଉଁଠାରେ ତୁମେ ଲୁଚିବ (ଘୋଷା) ପର୍ବତ କନ୍ଦରେ ଲୁଚିଲେ ଯାଇଲୁଚାଇ ତୋତେ ପାରିବ ନାହିଁ ।ପ୍ରଭୁ ଯୀଶୁ ଚରଣେ […]
ସ୍ଵର୍ଗ ଯାହାର ସିଂହାସନ ପୃଥିବୀ ଯାହାର ପାଦପୀଠ…ମୁଁ…ସେହି ପ୍ରିୟ ଯୀଶୁ ପାଦ ତଳେଭକତି ଅଞ୍ଜଳି ଢ଼ାଳେ … ମୁଁ … (ଘୋଷା) ଯେ ନାମରେ ଅନ୍ଧ ଦେଖିଥିଲା,ସେ […]
ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହରକରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର (ଘୋଷା) ସବୁ ମୁଁ ଦେବି ସମର୍ପି ଦେବିପ୍ରିୟ ଯୀଶୁ ପାଦେ […]
ଦେଖ ଦେଖ କିଏ ଆସୁଛନ୍ତି ମହା ଗୌରବରେ ଆସୁଛନ୍ତିଚକ୍ଷୁ ଉଠାଇ ଉଦ୍ଧିକୁ ଦେଖାଆମ ଯୀଶୁ ରାଜା ଆସୁଛନ୍ତି (ଘୋଷା) କେଡ଼େ ସୁନ୍ଦର ଏ ସାଜସଜାସରଗର ବିଭବରେ ସଜ୍ଜାବାଜା […]
ଆମେରେ ଖ୍ରୀଷ୍ଟିୟ ସଇନ ହଟିବାନି କେବେ ପଛେଆମେରେ ଉଯୋଗୀ ସଇନ ମୁକ୍ତିର ମଶାଲ ହାତେ (ଘୋଷା) ଆମ ସେନାପତି ତ୍ରିପୁର ବିଜୟୀତ୍ରିପୁର ବିଜୟୀ ସେ ମୃତ୍ୟୁଞ୍ଜୟୀସ୍ଵର୍ଗପୁର ତ୍ୟାଗୀ […]