ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି antara dekhanti antarjami

ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମିବୁଝନ୍ତି ମନର ବେଦନାଅଶାନ୍ତି ହୃଦୟ ତାଙ୍କ ବିନାକିଏ ଦେଇପାରେ ଶାନ୍ତି ସାନ୍ତନା … |୦| ଲୋତକର ଭାଷା ବୁଝି ସେ ପାରନ୍ତି।ଲୋତକର ଧାରା ସେ […]

dasa sahashra madhyare mo jishunka nama

ଦଶ ସହସ୍ର ମଧ୍ୟରେ ମୋ ଯୀଶୁଙ୍କ ନାମକୋଟି କୋଟି ନାମ ପରେ ମୋ ଯୀଶୁଙ୍କ ନାମଆକାଶ ତଳେ ମନୁଷ୍ୟ ମଧେନାହିଁ ସେହି ନାମ….(ଘୋଷା) ଭରସା ରଖିଛି ସେହି […]

sagaru gabhira akasha ru ucha

ସାଗରୁ ଗଭୀର ଆକାଶରୁ ଉଚ୍ଚ (୨ଥର)ଯୀଶୁ ତୁମ ପ୍ରେମ ଅସୀମଗାଇ ଗାଇ ସେହି ନାମ ଭଜି ଭଜି ତୁମ ପ୍ରେମବିତି ଯାଉ ଏହି ଜୀବନ … |୦| […]

bitara karuna bari

(ସ୍ଵର-ବରସ ଆଶିଷ ବାରି) ବିତର କରୁଣା ବାରି(ନାଥ) ଝରୁ ନିତି ପ୍ରାଣେ ମୋର ମଧୁରେ ସଞ୍ଚାରି (ଘୋଷା) ଆସିଛି ଦୁଆରେ କେତେ ଆଶାକରି,(ମୁହି) ଶୀର୍ଣ୍ଣହସ୍ତେ ଜୀର୍ଣ୍ଣ ପ୍ରାଣ […]

papo sabu mara akhira potare

ପାପ ସବୁ ମୋର ଆଖୀର ପତାରେ ଲୁହହୋଇଯାଏ ବହିଅନୁତାପନଇଁ ଯାଏ ଝରି ଝରି କୃଶିୟ ପ୍ରେମ କୁ ସ୍ମରିଆଶା ଭରସାର ……… ଦୋଛକି ବାଟରେ (୨ଥର)ରହିଛି ଯୀଶୁ […]

Miliba keunthi amruta jala

ମିଳିବ କେଉଁଠି ଅମୃତ ଜଳପାଇବି କେଉଁଠି ଆଶ୍ରୟ ସ୍ଥଳକ୍ଲାନ୍ତ ମୋର ତନୁ ମନଭାରଗ୍ରସ୍ତ ଜୀବନ (ଘୋଷା) କୂଅ ମୂଳେ ବସି ମାଗୁଥିଲେ ଯିଏ ପାପିନିକୁ ଜଳକାହିଁ ଗଲେ […]

prabhu tume ma sahaya mo prati

ପ୍ରଭୁ ତୁମେ ମୋ ସହାୟ ମୋ ପ୍ରତିପାଳକଦିନ ପରେ ଦିନ ରାତି ପରେ ରାତି ବିତି ଯାଉ ମାସ ବରଷଆରାଧନା କରେ ତୁମରି ଆଶାରେପାଇବାକୁ ତୁମ ଆଶିଷ […]

Bethalihimara sitala pabana

ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେକାନ୍ଦ ନାହିଁ ଆଉ ପ୍ରାଣ ଧନ ମୋରଶୋଇପଡ ମୋର କୋଳେ (ଘୋଷା) ମିଟି ମିଟିକାରେ ଅଗଣିତ ତାରାହସୁଛନ୍ତି ଆକାଶରେଜଗି […]

E ananta asima iswara parama

ହେ ଅନନ୍ତ ଅସିମ ଇଶ୍ଵର ପରମତୁମେ ଗୌରବ ଚିତ୍ତ ସୌରଭତୁମେ ମୋ ପ୍ରାଣ ପ୍ରିୟତମ (ଘୋଷା) କେବେ ହସ ହୋଇ ଝରୁଥାଅପୁଣି କେବେ ଆଖି ଲୁହଛାଇ ହୋଇ […]

Kemiti dekhibi papara aakhire

କେମିତି ଦେଖିବି ପାପର ଆଖିରେପୁଣ୍ୟ ତୁମରି କୟା (୨ଥର)ଭୁଲିବି କିପରି ପାପର ଦେହରେଜଗତର ମୋହ ମାୟା (ଘୋଷା) ପୁଣ୍ୟ ତୁମରି କ୍ଷମା ନଦି ଧାରେଆସିଛି ମୁଁ କ୍ଷମା […]