Bethalihimara sitala pabana

ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେକାନ୍ଦ ନାହିଁ ଆଉ ପ୍ରାଣ ଧନ ମୋରଶୋଇପଡ ମୋର କୋଳେ (ଘୋଷା) ମିଟି ମିଟିକାରେ ଅଗଣିତ ତାରାହସୁଛନ୍ତି ଆକାଶରେଜଗି […]

aso sarbe biswajana toli jaya

ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା । ବେଥେଲିହିମ ଆକାଶେ ନବ ତାରା ବିକଶେ, […]

biswa tapita porana tarane

ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି, ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା । ଦୂତ ମୁଖୁ ଶୁଣି […]

akase uthi nahi se dina tarati

ଆକାଶେ ଉଠି ନାହିଁ ସେଦିନ ତାରାଟି ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ   । ଘୋଷା ।   ଗାଇନି ସରଗ ବାହିନୀ ଜନମି […]

he raja rajana janamicha

ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା । ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ, ଗୁହାଳ କୁଣ୍ଡରେ ରହିଅଛ ଶୋଇ, ତବ ଆଲୋକ ତାରକା ସମ […]

aji suprabhate asa jiba bhai

ଆଜି ସୁପ୍ରଭାତେ ଆସ ଯିବା ଭାଇ ନବ ପ୍ରେମେ ମିଳି ଯୀଶୁ ନାମ ଗାଇ । ଘୋଷା ।    ସ୍ୱଗୁଁ ଅବତରି ସୁର ପ୍ରଭୁ ଭବେ […]

gaao gaao he aanonde jaya gito

ଗାଅ ଗାଅ ହେ ଆନନ୍ଦେ ଜୟଗୀତ ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା । ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ, ସୃଷ୍ଟି କାଳାବଧି ଯେ […]