jishu jeun sabdho kemonto aamodo

ଯୀଶୁ ଯେଉଁ ଶବ୍ଦ କେମନ୍ତ ଆମୋଦ !  ଶ୍ରବଣେ ଲାଗେ କି ମନୋହର !  କରେ ଚିତ୍ତାହ୍ଲଦ, ଖଣ୍ଡାଏ ପ୍ରମାଦ, ମନକୁ ଲାଗଇ କି ମଧୁର ! […]

biswaasiro proti kede priyotome se jishu naamo

ବିଶ୍ୱାସୀର ପ୍ରତି କେଡ଼େ ପ୍ରିୟତମ ସେ ଯୀଶୁ ନାମ । ଘୋଷା । ତାର ସର୍ବରୋଗ କରେ ଶାନ୍ତ, ମହା ପାପ-ରୋଗ କରେ ସୁସ୍ଥ; ଦୂର କରେ […]

dhanya jishu dhanya jishu

ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ । ଘୋଷା । ଯୀଶୁ ସର୍ବ ଗୁଣଧାମ, କେ କରିପାରେ ବର୍ଣ୍ଣନ; ତ୍ରିଭୁବନେ ତାଙ୍କ ସମ […]

ki madhuro monoromo mo srabane jishu naamo

କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମ ! ନାହିଁ ତା ସମାନ ନାମ ତ୍ରିଭୁବନେ ଅନୁପମ । ଘୋଷା । ବିଶ୍ୱାସୀ ପ୍ରତି ସେ […]

jishu tobo priyo naamo mo srobone ki modhura

ଯୀଶୁ, ତବ ପ୍ରିୟ ନାମ ମୋ ଶ୍ରବଣେ କି ମଧୁର ! ନ ଦିଏ ତେଡ଼େ ଆମୋଦ ସୁନ୍ଦର ସୁବାସ ଫୁଲ । ଘୋଷା ।    […]

se to premonatha anaatha natha

ସେ ତ ପ୍ରେମନାଥ ଅନାଥ ନାଥ ପ୍ରେମିକ ପାଶେ ରହେ, (ପ୍ରେମେ) କଣ୍ଟା ମୁକୁଟ କୋରଡ଼ା ଛାଟ ନୀରବରେ ଅଙ୍ଗେ ସହେ । ଘୋଷା । ଚାହାଁ […]

jaani to no thili jishu ra ede guno

ଜାଣିତ ନ ଥିଲି ଯୀଶୁର ଏଡ଼େ ପ୍ରେମ ଗୁଣ ହେ, ମୃତକୁ ଜୀବନ ଦାନ ଦରିଦ୍ରକୁ ଧନ ହେ । ଘୋଷା । ପାପୀ ଅନ୍ଧକୁ ନୟନ […]

tume adhamo potito nore

ତୁମେ ଅଧମ ପତିତ ନରେ, କିପାଁ ଭଲ ପାଅ ନାଥ ? ରହିଥାଅ ପାଶେ ପାଶେ (ତୁମେ) ନିଶିଦିନ ଅବିରତ । ଘୋଷା ।    ଯେ […]

chaahan re chaahan re noro kaalobori chule

ଚାହାଁରେ ଚାହାଁରେ ନର କାଲବରୀ ଚୂଳେ, ମୋ ମୁକତି ଲାଗି ପ୍ରଭୁ କ୍ରୁଶ କାଠେ ଝୁଲେ । ଘୋଷା ।    କଣ୍ଟାର ଲତିକା ଶିରେ ଶୋଭୁଛି […]

daakonti ke modhuro swore

ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ) ( ଆହା) ମୋର ହୃଦ ଦୁଆରେ । ଘୋଷା । ଚିନ୍ତା ପଥେ ବାଧା ଦେଇ         ଗତି ରୋଧି […]