Kampi uthe e dhara dhama
କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ […]
କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ […]
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନକେବେ ଛାଡ଼ିବୁ ମନ୍ଦ ଗୁଣକେବେ ହେବୁ ପରିବର୍ତ୍ତନକେବେ ଭଜିବୁ ଯୀଶୁ ନାମକେବେ କରିବୁ ତାଙ୍କ ଧ୍ୟାନଏମିତି ପାପେ […]
ସାନ ସାନ ପିଲାଙ୍କୁ ଯୀଶୁ ପ୍ରେମ କରନ୍ତି; ଡାକି ନେଇ ତାହାଙ୍କୁ ଆପେ କୋଳେ ଧରନ୍ତି ଏବେ ମୋ ପାଇଁ ପ୍ରେମ ଦେଖାଇ ମୋ ପାଶେ ଥାଇ […]
ପ୍ରଶ୍ନ : ହେ ପିଲାଗଣ ! କରୁଛ ଯୀଶୁଙ୍କୁ କି ପ୍ରେମ ? । ଘୋଷା । ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର […]
ଆସ, ଆସ ପିଲାମାନେ ଗାଇବା ଆନନ୍ଦରେ; ପ୍ରଭୁ ଏବେ ଏହି ସ୍ଥାନେ ଶୁଣନ୍ତି ସନ୍ତୋଷରେ । ୧ । ସଦାବେଳେ ସମାନ ଥ ।ନ୍ତି ସେ […]
ଆସ ଆନନ୍ଦ ହୋଇ ପ୍ରଭୁ ପ୍ରଶଂସା ଗାଇ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୧ । ଜଗତ ସେ ଆଦ୍ୟରେ ପୂର୍ଣ୍ଣ କଲେ ଦୀପ୍ତିରେ, […]
ଆସ ଆସ ହେ ସକଳ ପିଲାପିଲି, ଆସ ଆସ ହୋଇ ଏକ ମେଳି । ଘୋଷା । ଡାକୁଛନ୍ତି ତ୍ରାତା ସ୍ନେହ କରି, ନ କରିବେ […]
କର ପିଲାପିଲି ଧର୍ମ ସାଧନ, ଏ ଶୁଭ ନବ ଯୌବନେ କର ପ୍ରଭୁ ଭଜନ । ଘୋଷା । କର ତୁମ୍ଭ ଯୁବାକାଳେ ସୃଷ୍ଟିକର୍ତ୍ତାଙ୍କୁ ମନରେ ନ […]
ଆସ ପିଲାମାନେ ସାଧୁ କୂଳରେ ମିଳିବା ଏ ସ୍ଥାନେ ସଣ୍ଡେସ୍କୁଲରେ ପ୍ରଭୁ ଏହିଠାରେ ଦେଖା ଦିଅନ୍ତି, ଆମ୍ଭ ମାଗିବାରେ ପାଶେ ନିଅନ୍ତି । ୧ । ସଣ୍ଡେସ୍କୁଲରେ […]
ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା । ବେଥେଲିହିମ ଆକାଶେ ନବ ତାରା ବିକଶେ, […]