tume mora sathi tume mora

ତୁମେ ମୋର ସାଥୀ ତୁମେ ମୋର ବନ୍ଧୁ ଯୀଶୁତୁମେ ମୋର ସାଥୀ(ଏହି) ଅନ୍ଧକାରେ ତୁମେ ଯେ ମୋ ପଥ ଦର୍ଶକ ବିତୀ |o|| ତୁମେ ମୋର ପାଳକ […]

aaha ki anada uchhuli uthuchhi

ଆହା କି ଆନନ୍ଦ ଉଛୁଳି ଉଠୁଛି ତାପିତ ହୃଦୟ ଭରିମରଣ ବିଜୟୀ ଯୀଶୁ ଯାଚୁଛନ୍ତି ଅନନ୍ତ ଜୀବନ ଧର (ଘୋଷା) ଧନ୍ୟ ତାଙ୍କ ପ୍ରେମ ଅନୁପମ, ନାହିଁ […]

asichhu prabhu go a subha belara

ଆସିଛୁ ପ୍ରଭୁ ଗୋ ଏ ଶୁଭ ବେଳାରେସୁମରି ତୁମରି ପ୍ରେମ … ପ୍ରଭୁଭଜିବୁ ତୁମରି ନାମଆଜି ଏ ସୁଦିନେ ପୂଜାବେଦୀ ସ୍ଥାନେଗାଇ ତୁମେ ଜୟଗାନ … ପ୍ରଭୁ […]

jisu nama mo antare ki

ଯୀଶୁ ନାମ ମୋ ଅନ୍ତରେ କି ଆନନ୍ଦ ଦିଏଯୀଶୁ ବିନା ତ୍ରିଭୁବନେ ଆଉ ନାହିଁ ସେହି ନାମ (ଘୋଷା) ଯେଉଁ ନାମ ଦିଏ ଶାନ୍ତି, ସେହି ନାମରେ […]

biswa bandania jisu he

ବିଶ୍ୱ ବନ୍ଦନୀୟ ଯୀଶୁ ହେ, ଗାନର ଛନ୍ଦ ଚରଣ ବନ୍ଦୀଅନ୍ତର ପ୍ରଣତି ଜଣାଏଁ (ଘୋଷା) ଅନ୍ଧ ଥିଲି, ଦେଲ ଖୋଲି ଚକ୍ଷୁ ମୋ ତୁମେପୋଛି ଲୁହ ଭସାଇଲ […]

aame swarga pathara jatri

ଆମେ ସ୍ଵର୍ଗ ପଥର ଯାତ୍ରୀ କୁଶ ଆମରି ଗୌରବ …ଆମେ ଦୁର୍ଗମ ପଥର ଯାତ୍ରୀ କୁଶ ଆମରି ବିଭବ (ଘୋଷା) ନ ଡରିବା ତିଳେ ବିପଦ ଆସିଲେଯୀଶୁ […]

biraja mo antre jisu jali uthu

ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁମୋ ହୃଦ ତୁମରି ପ୍ରେମରେ (ଘୋଷା) ଖୋଜି ବୁଲେ ମୁହଁ ଦିନରାତି ତୁମରି ସୁମଧୁର ପିରତିଏ ଶୁଷ୍କ ପରାଣେ ଏ ପାପୀ […]

antara kholi antara kholi

ଅନ୍ତର ଖୋଲି … ଅନ୍ତର ଖୋଲି,ପ୍ରଶଂସା କରୁ ପ୍ରଭୁ ଲହରି ତୋଳି… (ଘୋଷା) ତୁମରି ଶିକ୍ଷା ତୁମ ପ୍ରତୀକ୍ଷା, କରିବୁ ଆମେ ତୁମରି ପୂଜାଆଜି ଏଠାକୁ ଏ […]

jenhe aauji pade taba pare

ଯେହ୍ନେ ଆଉଜି ପଡ଼େ ତବ ପରେଢ଼ାଳ ତବ ଆମ୍ବା ମୋ ଉପରେ(ମୋତେ) ଡୁବାଅ ତବ ଆଦ୍ୟ ପ୍ରେମରେଭରିଦିଅ ଆଧିକ ଦାନ ସବୁରେ … |ଘୋଷା| ଆସ ନିକଟେ […]

asichu prabhu go tumari duare

ସ୍ଵର ସୁମଧୁର ସୁରେ ବନ୍ଦନା ଗାଅରେ ଆସିଛୁ ପ୍ରଭୁ ଗୋ ତୁମରି ଦୁଆରେକରିବାକୁ ତବ ଆରାଧନାମନର ସରାଗେ ଆଶାର ଆବେଗପାଇ ତବ କୁଶୀୟ ଝରଣା (ଘୋଷା) ଏ […]