priya prabhu jusu mo rajana
ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ ଦଶ ସହସ୍ର ମଧ୍ୟରେ […]
ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ ଦଶ ସହସ୍ର ମଧ୍ୟରେ […]
ଯୁଗ ଶେଷ ଦିନ ଆସି ଯାଉଛି ରେ ବେଳ ନାହିଁ … ବେଳ ନାହିଁ ଆସିବା ଆଗରୁ ଯୀଶୁଙ୍କ ବାରତାଚାଲିଯିବା ଆମେ କହିଆ … ସାଥି ଆ […]
ଯୀଶୁ ଡାକନ୍ତି ତୋତେ … ଯୀଶୁ ଡାକନ୍ତି ତୋତେଆବୋରି ନେବାକୁ ପ୍ରେମିକ ବାହୁରେ (ଘୋଷା) ଦୁଃଖ ନିରାଶାରେ ସିଏ ତେବେ ଶାନ୍ତିସମର୍ପି ଦେଲେ ତୁ ଜୀବନ ତୋହରଅସୀମ […]
ସୁନ୍ଦର ମଧୁର ନାମଟି ତାଙ୍କରନ ପାରେ ମୁରୁଛି କ୍ଷଣେ ମାତରଯେଣେ ଗଲେ ତେଣେ ନା ହୃଦ ମୋରକି ଜାଣି କାହିଁକି, ନୁହଇ ପାସୋର ଦୁଇ ଦୁଇ କରି […]
ପ୍ରେମ ବିହୁନେ ଭାଇ ସବୁ ଅସାରଗାଅ ପ୍ରେମର ଜୟ ପ୍ରେମ ଯେ ସାର (ଘୋଷା) ବିଶ୍ବାସ ବଳେ ଅଚଳ ଚଳେକିନ୍ତୁ ପ୍ରେମର ବଳେ ଚଳେ ସଂସାର ।୧। […]
ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀନ ସାରା … ||o|| […]
ଏ ଦୁନିଆର ଅନ୍ଧାର ପଥେଆଲୋକ ଜାଳିଦିଅ ପ୍ରଭୁଏ ଦୁନିଆର ନୀଳ ପାରାବାରେଭାବନା ମୋତେ ଦିଅ ପ୍ରଭୁ (ଘୋଷା) ସ୍ଵର୍ଗ ସୁଖ ଛାଡି ପ୍ରଭୁ ଦୀନହୀନ ବେଶରେକୋରଡ଼ା ପ୍ରହାର […]
ଯୀଶୁ ଆସିଲେ ସ୍ଵର୍ଗରୁ,ଦୟାରେ ମୁକ୍ତ କରିଲେ ସେ ମୋତେ ପାପରୁ (ଘୋଷା)ସେ ସ୍ବର୍ଗ-ସୁଖ ଛାଡ଼ିଲେ, ସତ୍ୟ ମନୁଷ୍ୟ ହୋଇଲେ,ସେ ମନୁଷ୍ୟ ଓ ଈଶ୍ଵର ସତ୍ୟ ଅବତାର |୧| […]