aahe biswa karata asa

ଆହେ ବିଶ୍ବ କରତା ଆସ,ଆସ ବାରେ ମମ ହୃଦୟରେ ।ନୂଆ ଅନୁଭବ ଦିଅ ମୋ ଜୀବନେପ୍ରଭୁ ହେ ତବ ଆଗମନରେ । (ଘୋଷା) ଭାଗି ଚୁରି ମମ […]

jisu patha jisu satya

ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ |ଘୋଷା | ମୋ ଗୀତିରେ ଭରି ଉଠୁ ମଧୁର ମୂଚ୍ଚନାକଣ୍ଡ […]

mane dhayi kede santi milai

ମନେ ଧାୟୀ କେଡ଼େ ଶାନ୍ତି ମୋତେ ମିଳଇମୋ ଦିନ ବିହନ ଯାଉଛି ବହି । ଘୋଷା। ପରମ ପିତା ଗୃହରୁ ଅନ୍ତର ମୁଁ ହୋଇଶୋକ ପରିପୂର୍ଣ୍ଣ ସଂସାରେ […]

sadaprabhu sadaprabhu tume mora pratipalaka

ସଦାପ୍ରଭୂ ସଦାପ୍ରଭୁ ତୁମେ ମୋର ପ୍ରତିପାଳକଜୀବନ ପଥେ ମୋ ଅଭାବ ରଖିଣ ହୋଇଅଛି ମୋର ଚାଳକ |o | ତୃଣମୟ ସ୍ଥାନେ ମୋତେ ଶୟନ ଦେଇଛିସ୍ଥିର ଜଳ […]

aarati tumari karibi

ଆରତି ତୁମରି କରିବି ଦୁଃଖ ହାରିପ୍ରେମ ଦୀପ ଜାଳି ନୟନେଅନୁରାଗ ପ୍ରେମେ ଝରାଇ ଦେବିଗୋନୟନର ବାରି ଦୁଇ ଚରଣେ ।ଘୋଷା| ଗାଇବି ସପ୍ତସୂରେ ପ୍ରେମ ଅନଳେଉଛୁଳାଇ ଦିଅ […]

priya prabhu jusu mo rajana

ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ ଦଶ ସହସ୍ର ମଧ୍ୟରେ […]

santidata pabitra atma

ଶାନ୍ତିଦାତା ପବିତ୍ର ଆତ୍ମା, ଶୁଣ ବିନତି ବାରେଶୁଦ୍ଧକାରୀ ଅଗ୍ନିସମ, ଆସ ମୋ ହୃଦୟରେ (ଘୋଷା) କଳୁଷ ଭରା ଅନ୍ତର ମୋର ତବ ଆଗମେ ପବିତ୍ର କରପକାଇ ତବ […]

tumari ujwala pradipa jala

ତୁମରି ଉତ୍କଳ ପ୍ରଦୀପ ଜ୍ଵଳ ଆମରି ଅନ୍ଧାର ଘରେସବୁ ପାପ ନିଶା ଅପସରି ଯାଉତୁମ ଆଲୋକର ଜ୍ୟୋର୍ତିରେ (ଘୋଷା) କୋଣେ କୋଣେ ଯେତେ ଅନ୍ଧାର ଅଛିତୁମରି ସ୍ପର୍ଶ […]

ki dukha sahila mo marana

କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରିଧନ୍ୟ ଯୀଶୁ ତାଣକାରୀ (ଘୋଷା) ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲ ମୋ ପାଇଁ ହୋ . ହୋଗାଲେ […]

dhrudha kona pasana upare

ଦୃଢ଼ କୋଣ-ପାଷାଣ ଉପରେବିଶ୍ବାସ-ଭରସା ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନ ଯରେ । ଘୋଷା । ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ […]