bhanga hruda tucha kari na paranti

ଭଙ୍ଗା ହୃଦ ତୁଚ୍ଛ କରି ନ ପାରନ୍ତି ଅଟେ ତାଙ୍କ ଗ୍ରାହ୍ୟ ବଳି ନେତ୍ର ଜଳେ ଭାସି ଡାକରେ ପାତକି (ତାଙ୍କ) ସିଂହାସନ ଯିବ ଟଳି  । […]

doyaa maya jishu dhana hai mote sabutharu kara sano

ଦୟାମୟ ଯୀଶୁ ଧନ ହେ ମୋତେ ସବୁଠାରୁ କର ସାନ । ଘୋଷା ।    କର ପ୍ରଭୁ ମୋତେ ମାଟିଠାରୁ ହୀନ ପିନ୍ଧାଅ ହେ ମୋତେ […]